ଜିଲ୍ଲା ସ୍ତରୀୟ ନାଟକ ପ୍ରତିଯୋଗିତାରେ କାର୍ତିକେୟ ପାଠାଗାର ସୁଙ୍ଗୁଡା ପ୍ରଥମ 

Spread the love
ଚଣ୍ଡିଖୋଲ, ୭/୩(ସନ୍ଧାନ ନିୟୁଜ): ବଡଚଣା ବ୍ଳକ ଡିହକରନ୍ଦା ଗ୍ରାମର କୁମାରଶ୍ୱର ଯଜ୍ଞ କମିଟି ପକ୍ଷରୁ ଜିଲ୍ଲା ସ୍ତରୀୟ ନାଟକ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ନାଟକ ପ୍ରତିଯୋଗିତାରେ ସୁଙ୍ଗୁଡା ଗ୍ରାମର କାର୍ତିକେୟ ପୁସ୍ତାକାଗାର ଦିଅଁ ପୂଜିବାକୁ ଦେଉଳ ମନା ନାଟକ ମଂଚସ୍ଥ କରି ଶ୍ରେଷ୍ଠ ପ୍ରତିଯୋଗି ଭାବେ ପୁରସ୍କୃତ ହୋଇଥିଲା । କାର୍ତିକେୟ ପୁସ୍ତାକାଗାର ବ୍ୟତୀତ ମା ମଙ୍ଗଳା ଡ୍ରାମାଟିକ କ୍ଳବ କଟକ, ଆଂଚଳିକ କଳାମଂଚ ଜଗତସିଂପୁର ନାଟକ ପ୍ରତିଯୋଗିତାରେ ଯୋଗଦେଇଥିଲେ । ନାଟକରେ କାର୍ତିକେୟ ପାଠାଗାରର ଦିଲିପ ବଳ ଶ୍ରେଷ୍ଠ ଅଭିନେତା ଓ ଆଶୁତୋଷ ମହାାପତ୍ର, ପାଶ୍ୱ ଅଭିନେତା, ମହେନ୍ଦ୍ର ସେନାପତି ଶ୍ରେଷ୍ଠ ଚରିତ୍ର ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ । ନାଟକଟିକୁ ଡ. କୈଳାସ ମଲିକ ରଚନା କରିଥିଲା ବେଳେ ଡ. ହରିସାମନ୍ତ ନିଦେ୍ର୍ଦଶନା, ପୀତବାସ କର ସଙ୍ଗୀତ ନିଦେ୍ର୍ଦଶନା, ସଙ୍ଗୀତ ଅରୁଣ ମନ୍ତ୍ରୀ ଓ ନୃତ୍ୟ ନିଦେ୍ର୍ଦଶନା ନିର୍ମଳ ବାରିକ ଦେଇଥିଲେ । ପୁରସ୍କାର ବିତରଣୀ ଉସôବରେ ମୁଖ୍ୟ ଅତିଥି ଭାବେ ବିଭୁତି ଭୁଷଣ ପାଳ ଯୋଗଦେଇ ଅଭିନନେତା ମାନଙ୍କୁ ପୁରାସ୍କାର ବିତରଣ କରିଥିଲେ । ଉସôବରେ ଯଜ୍ଞ କମିଟିର ସଭାପତି, ସଂପାଦକ  ଓ ଗ୍ରାମବାସୀ ମାନେ ଉପସ୍ଥିତ ଉସôବକୁ ମୁଖରିତ କରିଥିଲେ ।

Related Posts

About The Author

Add Comment