Homeଅପରାଧଜାମ୍ମୁ ବସ୍ ଷ୍ଟାଣ୍ଡରୁ ୧୫ କେଜିର ବିସ୍ଫୋରକ ଜବତ ଜାମ୍ମୁ ବସ୍ ଷ୍ଟାଣ୍ଡରୁ ୧୫ କେଜିର ବିସ୍ଫୋରକ ଜବତ Biswajit Parida | October 1, 2019 | Spread the love ନୂଆଦିଲ୍ଲୀ,୦୧/୧୦ (ସନ୍ଧାନ ନିଉଜ),:ଧାରା ୩୭୦ ଉଚ୍ଛେଦ ପରେ ଭାରତରେ ଆତଙ୍କବାଦୀ ହମଲା ହେବା ନେଇ ଆଶଙ୍କା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା କଡ଼ାକଡ଼ି ମଧ୍ୟ କରାଯାଇଛି । ତଥାପି ପାକ୍ ଆତଙ୍କବାଦୀ ସଂଗଠନ ଭାରତକୁ ଅନୁପ୍ରବେଶ କରିବାକୁ ଉଦ୍ୟମ ଜାରି ରଖିଛି ସେହିଭଳି ଆଜି ଜାମ୍ମୁ ବସ୍ ଷ୍ଟାଣ୍ଡରୁ ୧୫ କେଜିର ବିସ୍ଫୋଟକ ଜବତ କରିଛି ଭାରତୀୟ ସେନା । ଏକ ବଡ଼ ଆତଙ୍କବାଦୀ ହମଲା ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇଛି । ବସ୍ଷ୍ଟାଣ୍ଡରୁ ଏକ ବସରେ ବ୍ୟାଗ୍ ଭିତରେ ୧୫ କେଜିର ବିସ୍ଫୋଟକ ମିଳିଥିବା ବେଳେ ବସ୍ କଣ୍ଡକ୍ଟର ଏହି ବିସ୍ଫୋଟକ ସ୍ଥାନାନ୍ତର ପାଇଁ କାହାଠୁ ଟଙ୍କା ନେଇଥିବା ଜଣାପଡ଼ିଛି । ତେବେ କଠୁଆର ବିଲାବରରେ ବସ୍ କଣ୍ଡକ୍ଟରକୁ ଏହି ବ୍ୟାଗ ଦିଆଯାଇଥିବା ସୂଚନା ମିଳିଛି । Related Posts ବିକାଶର ଦୋଛକିରେ କୁସୁମତୋଟା, ଖଡିଘାଟି ଓ ଜାମଡୋଳିଆ ଗାଁ September 8, 2020 | Santosh Rout | ଅଧିକ ପଢନ୍ତୁ ବାଲିଗୁଡ଼ାରେ ୭୦ତମ ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳିତ November 10, 2021 | Sandhan News | ଅଧିକ ପଢନ୍ତୁ ବାଘୁଆ ବ୍ରାହ୍ମଣୀ ଦେବୀ ଉଚ୍ଚ ବିଦ୍ୟାଳୟ ପୁରୁଣା ଛାତ୍ର ବନ୍ଧୁ ମିଳନ; ଆତ୍ମିୟତା, ନିବିଡତା ହିଁ ବନ୍ଧୁତା December 24, 2020 | Sandhan News | ଅଧିକ ପଢନ୍ତୁ ଯାଜପୁର ଜିଲ୍ଲାରେ ସମେଟିଭ ମାଟ୍ରିକ ପରୀକ୍ଷା ଆରମ୍ଭ କରାଯାଇଚି January 7, 2022 | Sandhan News | ଅଧିକ ପଢନ୍ତୁ About The Author Biswajit More From This Author Add Comment Cancel reply Save my name, email, and website in this browser for the next time I comment.
ବାଲିଗୁଡ଼ାରେ ୭୦ତମ ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳିତ November 10, 2021 | Sandhan News | ଅଧିକ ପଢନ୍ତୁ
ବାଘୁଆ ବ୍ରାହ୍ମଣୀ ଦେବୀ ଉଚ୍ଚ ବିଦ୍ୟାଳୟ ପୁରୁଣା ଛାତ୍ର ବନ୍ଧୁ ମିଳନ; ଆତ୍ମିୟତା, ନିବିଡତା ହିଁ ବନ୍ଧୁତା December 24, 2020 | Sandhan News | ଅଧିକ ପଢନ୍ତୁ