Homeଜିଲ୍ଲା ପରିକ୍ରମାକଟକଜଷ୍ଟିସ୍ ସଞ୍ଜୁ ପଣ୍ଡାଙ୍କୁ ମୁଖ୍ୟ ବିଚାରପତି ଦାୟିତ୍ବ : ଅବସର ନେଲେ ଜଷ୍ଟିସ ଝାଭେରୀ ଜଷ୍ଟିସ୍ ସଞ୍ଜୁ ପଣ୍ଡାଙ୍କୁ ମୁଖ୍ୟ ବିଚାରପତି ଦାୟିତ୍ବ : ଅବସର ନେଲେ ଜଷ୍ଟିସ ଝାଭେରୀ Sandhan News | January 4, 2020 | Spread the love କଟକ, ୪/୧/୨୦ (ସନ୍ଧାନ ନିଉଜ) : ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶନିବାର ଜଷ୍ଟିସ୍ ସଞ୍ଜୁ ପଣ୍ଡା ଦାୟିତ୍ବ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଦାୟିତ୍ବ ଦେଇଥିବା ନେଇ ବିଜ୍ଞପ୍ତି ଜାରି ହୋଇଛି। ଆଜି ଜଷ୍ଟିସ ଝାଭେରୀଙ୍କ ଅବସର ପରେ ସେ ଅନ୍ତରୀଣ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। Related Posts ରାଜ୍ୟରେ ୪୮ ଘଂଟା ଯାଏଁ ବର୍ଷା ସମ୍ଭାବନା March 13, 2020 | Manas Kumar Rout | ଅଧିକ ପଢନ୍ତୁ ପୃଥିବୀରେ ୮୦ କୋଟି ଭୋକିଲା October 16, 2019 | Sandhan News | ଅଧିକ ପଢନ୍ତୁ ନାବାଳିକା ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ January 31, 2019 | Manas Kumar Rout | ଅଧିକ ପଢନ୍ତୁ ଏସିଆର ସର୍ବବୃହତ୍ତ ଏୟାରଷ୍ଟ୍ରିପ୍ ପୁନଃଉଦ୍ଧାର ର ଆବଶ୍ୟକତା July 28, 2020 | Sandhan News | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.