ନୂଆଦିଲ୍ଲୀ, ୧୫/୦୪ (ସନ୍ଧାନ ନିୟୁଜ): ସାରା ବିଶ୍ୱ କରୋନା ମହାମାରୀ ସହ ଲଢ଼େଇ କରୁଥିବା ବେଳେ ପାକିସ୍ତାନ କିନ୍ତୁ ଭାରତ ପଛରେ ପଡ଼ିଛି। ପୂର୍ବରୁ ସ୍ଥଳ ପଥରେ ବାରମ୍ବାର ଆକ୍ରମଣ କରୁଥିବା ପାକିସ୍ତାନ ଏବେ ଜଳପଥରେ ଭାରତର ମାଛ ଧରା ବୋଟକୁ ଟାର୍ଗେଟ କରିଛି। ପାକିସ୍ତାନ ମାରିଟାଇମ ସିକ୍ୟୁରିଟି ଏଜେନ୍ସି(ପିଏମଏସଏ) ପକ୍ଷରୁ ଗୁଜରାଟ ଉପକୂଳ ଭାରତୀୟ ଜଳ ସୀମାରେ ଦୁଇଟି ମାଛ ଧରା ବୋଟ ଉପରେ ହମଲା କରାଯାଇଛି। ତେବେ ପାକିସ୍ତାନର ଆକ୍ରମଣକୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କଡ଼ା ଭାଷାରେ ବିରୋଧ କରିଛି।
Related Posts
About The Author
Add Comment