ଜଗତସିଂହପୁର: ବାଇଜଙ୍ଗା ଗୁଳିକାଣ୍ଡ ଘଟଣାରେ ୨ ଗିରଫ, ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ

Spread the love
  • 3
    Shares

ଜଗତସିଂହପୁର (ସନ୍ଧାନ ନିୟୁଜ) : ଜଗତସିଂହପୁର ଥାନା ଅନ୍ତର୍ଗତ ବାଇଜଙ୍ଗା ଠାରେ ଗତ ୧୫ତାରିଖରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଜଗତସିଂହପୁର ପୁଲିସ ୨ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁୁକ , ୨ଟି ଜୀବନ୍ତ ଗୁଳି ଓ ଗୋଟିଏ ମୋବାଇଲ ଫୋନ ଜବତ କରିଛି। ଗିରଫ ହୋଇଥିବା ଅପରାଧିମାନେ ହେଲେ ରାକେଶ ମଲ୍ଲିକ (ରାକା) ଓ ମହିମା ଶକ୍ତି ପ୍ରସାଦ ପରିଡା (ବାବି)।

  • 3
    Shares

Related Posts

About The Author

Add Comment