ଚୀନ ଯାତ୍ରା ରଦ୍ଦ କଲେ ପଶ୍ଚିମ ବଙ୍ଗ ମୁଖ୍ୟ ”ମନ୍ତ୍ରୀ ମମତା ବାନାର୍ଜୀ”

Spread the love

ଭୁବନେଶ୍ୱର (ସନ୍ଧାନ ନିଉଜ/ ବିଶ୍ଵଜିତ ପରିଡ଼ା) :

ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ମମତା ବାନାର୍ଜୀ ଆଜି ଚୀନ ଯାତ୍ରାକୁ ରଦ୍ଦ କରିଛନ୍ତି। ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମୟ ଅନୁସାରେ ଆଜି ରାତିରେ ବିମାନ ଯାତ୍ରା କରିବାର ଥିଲା। ହେଲେ ହଠାତ୍ ଯାତ୍ରା ରଦ୍ଦ କରିବାର କାରଣ ଦର୍ଶାଇ ଶ୍ରୀମତୀ ମମତା ବାନାର୍ଜୀ ନିଜର ଫେସବୁକ୍ ସୋସିଆଲ ମିଡ଼ିଆରେ ଜଣେଇବାକୁ ଯାଇ ଏକ ବକ୍ତବ୍ୟ ପୋଷ୍ଟ କରିଛନ୍ତି।

ରାଷ୍ଟ୍ରଦୂତଙ୍କ ସୂଚନା ଅନୁଯାୟୀ ଚୀନରେ ଆଦାନ ପ୍ରଦାନର କୌଣସି ରାଜନୈତିକ ବୈଠକ ବସିବାର ଯୋଜନା ହୋଇନାହିଁ।

ତେଣୁ ଶ୍ରୀମତୀ ମମତା ବାନାର୍ଜୀ ବର୍ତ୍ତମାନ ଚୀନ ଯିବାର କିଛି ଫାଇଦା ନାହିଁ।
ତେଣୁ ସେ ଚୀନ ଯାତ୍ରା ରଦ୍ଦ କରିଛନ୍ତି ବୋଲି ତାଙ୍କ ଫେସବୁକ ପୋଷ୍ଟରୁ ସୂଚନା ମିଳିଛି।।

Related Posts

About The Author

Add Comment