ଚିଟଫଣ୍ଡ ଲିଙ୍କ: ପ୍ରଶାନ୍ତ ଦାସ ଓ ଅଭିନେତା ଶ୍ରୀତମଙ୍କୁ ଇଡି ଜେରା

Spread the love

କଟକ ୩/୭(ସନ୍ଧାନ ନିୟୁଜ): ଚିଟଫଣ୍ଡ ଲିଙ୍କ ଅଭିଯୋଗରେ ଓଲିଉଡ୍‌ ଅଭିନେତା ଶ୍ରୀତମ ଦାସଙ୍କୁ ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ୟ୍ୟାଳୟରେ ଜେରା କରାଯାଇଛି। ଶ୍ରୀତମ ଦାସଙ୍କ ଦ୍ବାରା ନିର୍ଦେଶିତ ଓ ଅଭିନୀତ ଓଡ଼ିଆ ଫିଲ୍ମ ‘ତୁ ଥା ମୁଁ ଯାଉଛି ରୁଷି’ରେ ଚିଟଫଣ୍ଡ ଟଙ୍କା ବିନିଯୋଗ ହୋଇଥିବା ଅଭିଯୋଗ ହୋଇଥିଲା।

ଅନ୍ୟପଟେ ଏହି ଫିଲ୍ମର ପ୍ରଯୋଜକ ତ୍ରିବେଣୀ ମହାନ୍ତି ଫେରାର ଥିବା ଜଣାପଡିଛି। ସେହପିରି ସି-ସୋର ଚିଟ୍‌ଫଣ୍ଡ୍ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ମଧ୍ୟ ଇଡି ଜେରା କରିଛି।

Related Posts

About The Author

Add Comment