Homeଆନ୍ତର୍ଜାତୀୟଚନ୍ଦ୍ର ପୃଷ୍ଠକୁ ଯାଇଥିବା ବିଶ୍ୱର ଚତୁର୍ଥ ବ୍ୟକ୍ତି ଆଲେନ ବିନଙ୍କର ପରଲୋକ ଚନ୍ଦ୍ର ପୃଷ୍ଠକୁ ଯାଇଥିବା ବିଶ୍ୱର ଚତୁର୍ଥ ବ୍ୟକ୍ତି ଆଲେନ ବିନଙ୍କର ପରଲୋକ Manas Kumar Rout | May 27, 2018 | Spread the love ୱାସିଙ୍ଗଟନ/ନୂଆଦିଲ୍ଲୀ, 27/5(ସନ୍ଧାନ ନିୟୁଜ୍) ଦୁଇଥର ଅନ୍ତରୀକ୍ଷ ଯାତ୍ରା କରିଥିବା ନାସାର ଅନ୍ତରୀକ୍ଷ ଯାତ୍ରୀ ଆଲେନ ବିନଙ୍କର ୮୬ ବର୍ଷ ବୟୟରେ ଆମେରିକାର ହ୍ୟୁଷ୍ଟନ ସହରରେ ପରଲୋକ ହୋଇଯାଇଛି। ସେ ୧୯୬୯ ରେ ‘ଆପୋଲୋ ୧୨’ ମିଶନରେ ଭାଗ ନେଇଥିଲେ ଏବଂ ଚନ୍ଦ୍ର ପୃଷ୍ଠକୁ ବିଶ୍ୱର ଚତୁର୍ଥ ବ୍ୟକ୍ତି ଥିଲେ। ଆପୋଲୋ-୧୨ ଅନ୍ତରୀକ୍ଷ ଯାନର ଲୁନାର ମଡ୍ୟୁଲ ପାଇଲଟ ବିନ ସେଠାରେ ୩୧ ଘଣ୍ଟା ବିତାଇଥିଲେ। ଅନ୍ତରୀକ୍ଷରେ ସର୍ବମୋଟ ୬୯ ଦିନ ବିତାଇଥିବା ବିନ ଭବିଷ୍ୟତର ଅନ୍ତରୀକ୍ଷ ଯାତ୍ରିମାନଙ୍କର ପ୍ରସ୍ତୁତି ପାଇଁ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲେ। ନାସା ଶନିବାରଦିନ ରାତିରେ ତାଙ୍କର ନିଧନ ବିଷୟରେ ସୂଚନା ଦେଇଛି। ବିନଙ୍କର ଜନ୍ମ ୧୫ ମାର୍ଚ୍ଚ ୧୯୩୨ ରେ ଟେକ୍ସାସର ହ୍ୱିଲରରେ ହୋଇଥିଲା ଏବଂ ସେ ଫୋର୍ଟୱର୍ଥ ହାଇସ୍କୁଲରେ ପାଠପଢ଼ିଥିଲେ। ଏହା ପୂର୍ବରୁ ନୌସେନାରେ ପାଇଲଟ ଥିଲେ କିନ୍ତୁ ୧୯୬୩ ରେ ନାସାରେ ଯୋଗ ଦେଇଥିଲେ। Related Posts ୧୦ ରାଜ୍ୟରେ ସ୍ଥିତି ସମ୍ଭାଳିବେ କେନ୍ଦ୍ରୀୟ ଟିମ୍ December 25, 2021 | Sandhan News | ଅଧିକ ପଢନ୍ତୁ ଖାଲି ଫ୍ଲାଟକୁ ୧.୮୫ କୋଟି ଟଙ୍କାରେ ବିକି ବୃଦ୍ଧାଙ୍କ ସମେତ ତିନି ଗିରଫ December 21, 2024 | Hemanta Bhainsa | ଅଧିକ ପଢନ୍ତୁ ଆସନ୍ତାକାଲି ଭାରତ ଓ ବାଂଲାଦେଶ ପ୍ରଥମ ଟ୍ବେଣ୍ଟି-୨୦ November 2, 2019 | Sandhan News | ଅଧିକ ପଢନ୍ତୁ ବାହା ନହୋଇ ପ୍ରେମିକାକୁ ବନାଇଲେ ପିତା, ସ୍ୱୀମୀର ପାଦ ତଳୁ ଖସିଗଲା ମାଟି September 4, 2018 | Manas Kumar Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ଖାଲି ଫ୍ଲାଟକୁ ୧.୮୫ କୋଟି ଟଙ୍କାରେ ବିକି ବୃଦ୍ଧାଙ୍କ ସମେତ ତିନି ଗିରଫ December 21, 2024 | Hemanta Bhainsa | ଅଧିକ ପଢନ୍ତୁ
ବାହା ନହୋଇ ପ୍ରେମିକାକୁ ବନାଇଲେ ପିତା, ସ୍ୱୀମୀର ପାଦ ତଳୁ ଖସିଗଲା ମାଟି September 4, 2018 | Manas Kumar Rout | ଅଧିକ ପଢନ୍ତୁ