Homeଜିଲ୍ଲା ପରିକ୍ରମାଭଦ୍ରକଚନ୍ଦ୍ରଭାଗାରେ ବୁଡି ଯୁବକ ମୃତ ଚନ୍ଦ୍ରଭାଗାରେ ବୁଡି ଯୁବକ ମୃତ Sandhan News | November 24, 2019 | Spread the love କୋଣାର୍କ, ୨୪/୧୧ (ସନ୍ଧାନ ନିଉଜ) : ଚନ୍ଦ୍ରଭାଗା ସମୁଦ୍ର କୂଳରେ ବୁଡ଼ି ରବିବାର ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ଜଣଙ୍କ ନିଆଳି ଅଞ୍ଚଳର ହୋଇଥିବାବେଳେ ତାଙ୍କର ନାମ ସୌରଜିତ ରାଉତ। ସୌରଜିତ ଚନ୍ଦ୍ରଭାଗାକୁ ବୁଲିବା ପାଇଁ ଆସି ଗାଧୋଉଥିବା ସମୟରେ ବୁଡ଼ି ଯାଇଥିବା ସୂଚନା ମିଳିଛି। Related Posts ପାକିସ୍ତାନୀ ଝିଅକୁ ସହାୟତାର ହାତ ବଢାଇଲେ ଗମ୍ଭୀର : ହୃଦ୍ ଅସ୍ତ୍ରୋପଚାର ପାଇଁ ଡକାଇଲେ ଭାରତ October 19, 2019 | Sandhan News | ଅଧିକ ପଢନ୍ତୁ କ୍ରସର ପରିଚାଳକଙ୍କୁ ହତ୍ୟା, ହତ୍ୟାକରୀକୁ ତୁରନ୍ତ ଗିରଫ ଦାବି May 10, 2019 | Manas Kumar Rout | ଅଧିକ ପଢନ୍ତୁ ଇରାନରୁ ତେଲ ଆମଦାନୀ କଲେ ଭାରତ ଉପରେ ବି କଟକଣା ଲଗାଇବ ଆମେରିକା, April 22, 2019 | Sandhan News | ଅଧିକ ପଢନ୍ତୁ ସୋଲର ପଡିଆରୁ ଏକ ଅଜଣା ଯୁବକର ମୃତ ଦେହ ଉଦ୍ଧାର April 4, 2020 | Manas Kumar Rout | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ପାକିସ୍ତାନୀ ଝିଅକୁ ସହାୟତାର ହାତ ବଢାଇଲେ ଗମ୍ଭୀର : ହୃଦ୍ ଅସ୍ତ୍ରୋପଚାର ପାଇଁ ଡକାଇଲେ ଭାରତ October 19, 2019 | Sandhan News | ଅଧିକ ପଢନ୍ତୁ