ଗରିବ ଅସହାୟଙ୍କ ପାଇଁ ଆମ ଐତିହକୁ ହଜାର ଟଙ୍କା ଦାନ

Spread the love

ଧର୍ମଶାଳା, ୨୯/୦୪ (ସନ୍ଧାନ ନିୟୁଜ) ଗରିବ ଏବଂ ଅସହାୟ ଲୋକଙ୍କ ସହାୟତା କରିବା ନିମନ୍ତେ ଆମ ଐତିହ ସ୍ୱାଚ୍ଛାସେବୀ ସଙ୍ଗଠନ ସଂସ୍ଥାକୁ ଧର୍ମଶାଳା ବ୍ଲକ କମାଗଡର ମାନସ କୁମାର ବେହେରା ୧ହଜାର ଟଙ୍କା ଦାନ କରିଛନ୍ତି । ଶ୍ରୀଯୁକ୍ତ ବେହେରା ପୂର୍ବରୁ ଭାରତୀୟ ନୌସେନାରେ କାର୍ଯ୍ୟ କରିଥିବା ସେଥିରେ ଦୁସ୍ଥ ଅସହାୟ ବ୍ୟକ୍ତିବେଶଷଙ୍କ ପାଇଁ ସେ ଏହି ଅର୍ଥରାଶି କାର୍ଯ୍ୟରେ ଲଗାଇବା ପାଇଁ କହିଛନ୍ତି । ତାଙ୍କର ଏଭଳି ମହନ କାର୍ଯ୍ୟ ପାଇଁ ତାଙ୍କୁ ଆମ ଐତିହ ପକ୍ଷରୁ କୁତଜ୍ଞତା ପ୍ରକାଶ କରାଯାଇଛି ।

Related Posts

About The Author

Add Comment