Homeଜିଲ୍ଲା ପରିକ୍ରମାମୟୁରଭଞ୍ଜଗଣଦୁଷ୍କର୍ମର ଶିକାର ହେଲେ ମହିଳା ଗଣଦୁଷ୍କର୍ମର ଶିକାର ହେଲେ ମହିଳା Manas Kumar Rout | January 9, 2021 | Spread the love ମୟୁରଭଞ୍ଜ, 09/01.(ସନ୍ଧାନ ନ୍ୟୁଜ) ଗଣଦୁଷ୍କର୍ମର ଶିକାର ହେଲେ ମହିଳା। ଏପରି ଲଜ୍ଜାଜନକ ଘଟଣାଘଟିଛି ବାରିପଦା ଟାଉନଥାନା ଅଧୀନରେ। ମିଳୁଥିବା ସୂଚନା ଅନୁଯାୟୀ ମହିଳା ଜଣକ ବାରିପଦା ସଦରଥାନା ଅଂଚଳର। ସେ ପ୍ରତେକ ଦିନ କାମ କରିବା ପାଇଁ ବାରିପଦା ଆସିଥାନ୍ତି । ତେବେ ଗତକାଲି ଚାରିଜଣ ଦୁର୍ବୁର୍ତ୍ତ ଏକ ଟାଟାଏସି ଗାଡ଼ିରେ ମହିଳାଙ୍କୁ ନେଇ ଦୁଷ୍କର୍ମ କରିଥିଲେ। ତେବେ ଗଣଦୁଷ୍କର୍ମର ଶିକାର ହୋଇ ପିଡିତା ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଟାଉନଥାନା ପୋଲିସ 04 ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଏନେଇ ଥାନାରେ 28/21 ନଂରେ ଏକ ମାମଲା ରଜ୍ଜୁ କରାଯାଇ ତଦନ୍ତ ଜାରୀରହିଛି। Related Posts ଜିଲା ପ୍ରଶାସନକୁ ୫ଟି ଅକ୍ସିଜେନ୍କନ୍ସେନ୍ଟ୍ରେଟର ପ୍ରଦାନ May 19, 2021 | Sandhan News | ଅଧିକ ପଢନ୍ତୁ ଆତ୍ମା ଓ ପରମାତ୍ମାର ମିଳନ ମାଗେ ପର୍ବ March 2, 2020 | Manas Kumar Rout | ଅଧିକ ପଢନ୍ତୁ Cabinet Ministers of India December 12, 2020 | Biswajit Parida | ଅଧିକ ପଢନ୍ତୁ କ୍ୟାନସର ରୋଗୀଙ୍କୁ ପାଟଣା ଫେରିବାକୁ ଜିଲ୍ଲାପାଳଙ୍କ ସହାୟତା May 22, 2020 | Sandhan News | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.