ଗଞ୍ଜେଇ ଚୋରା ଚାଲାଣ, ୨ ଗିରଫ

Spread the love

ଯାଜପୁର,୩୧/୭ (ସନ୍ଧାନ ନିଉଜ/ମାନସ ରାଉତ) : ଯାଜପୁର ସଦର ଥାନା ପୋଲିସକୁ ମିଳିଛି ବଡ ସଫଳତା । ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ସଦର ପୋଲିସକୁ ସଫଳତା ମିଳିଛି  ଚଡାଉରେ।

ଫଳରେ ଦୁଇ ଗଞ୍ଜେଇ ବେପାରୀ ଗିରଫ ହୋଇଛନ୍ତି । ଯାଜପୁର ସଦର ଥାନା ବାଙ୍କ ସାହି ଅଞ୍ଚଳରେ ଚଢାଚ ପରେ ହାରାହାରି ୬୫ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଜବତ କରିଛି  ସଦର ପୋଲିସ ।

Related Posts

About The Author

Add Comment