ନବରଙ୍ଗପୁର୍, ୧୫/୦୫/୨୦ (ସନ୍ଧାନ ନିଉଜ) : ନବରଙ୍ଗପୁର୍ ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ମୈଦଲପୁର୍ ପଞ୍ଚାୟତରେ ପ୍ରବାସୀ ଓଡ଼ିଆଙ୍କୁ କ୍ୱାରେଣ୍ଟିଂନ ସେଣ୍ଟରରେ ଖାଦ୍ୟ ମିଳୁନଥିବା ଅଭିଯୋଗ ଉଠିଛି। ଏହି କେନ୍ଦ୍ରରେ ଓଡିଶା ଫେରନ୍ତା ଗୋପିଗୁଡ଼ାର ୫ ଜଣ ମନୋଜ ବାଣୁଆ, ପ୍ରେମ ବାଣୁଆ, ହେମଧର ଶବର, ବୈଦ ସୌରା, ଖିରସିନ୍ଧୁ ମାଝୀ, ଦେବା ମାଝୀ ଓ ଅର୍ଜୁନ ଗୌଡ଼ ରହିଛନ୍ତି। କିନ୍ତୁ ବଲାଙ୍ଗୀର ଜିଲ୍ଲା ସଇଁତଲାର ୭ ଜଣ ଗୋପିଗୁଡ଼ା ପ୍ରାଥମିକ ବିଦ୍ୟାଳୟ ତୁରୁଂଜିଆଗୁଡ଼ା କ୍ଵାରେଣ୍ଟଟାଇନରେ ସେଣ୍ଟରରେ ରହିଥିଲେ। ସେମାନେ ଗତ ୮ ତାରିଖରୁ ରହୁଥିଲେ ମଧ୍ୟ ଖାଦ୍ୟ ପାନୀୟର ବ୍ୟବସ୍ଥା ନଥିବାରୁ ନିଜ ନିଜ ଗଁlକୁ ଚାଲି ଯାଇଛନ୍ତି।
Related Posts
ଆର.ଟି.ଆଇ ଆଇନରେ ମିଳୁନି ତଥ୍ୟ: ଆଇନକୁ ମାନୁନାହାନ୍ତି ଅଧିକାରୀ, ପାଳନ କରୁନାହାନ୍ତି ନିୟମାବଳୀ
ବାଲିଗୁଡାରେ ସିରିଜ ଦୁର୍ଘଟଣା ପରେ ପୋଲିସର ଯାନବାହନ ଯାଞ୍ଚ କଡାକଡି
ଭଦ୍ରକରେ ମତ୍ସ୍ୟ ଚାଷର ଉନ୍ନତି ମୋର ଲକ୍ଷ୍ୟ : ମତ୍ସ୍ୟ ଉନ୍ନୟନ ନିଗମର ଅଧ୍ୟକ୍ଷ ଅସିତ କୁମାର ପଟ୍ଟନାୟକ



