କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ

Spread the love

ଯାଜପୁର ସଦର,ସନ୍ଧାନ ନ୍ୟୁଜ: ଗତ ରବିବାର ଦିନ କଟକ ଜିଲ୍ଲା ଘାଟ ପରିଶରରେ ବାଲିଯାତ୍ରା ପଡ଼ିଆ ଠାରେ କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ଏକ ଆୟୋଜିତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ବରିଷ୍ଠ କବି ବରିଷ୍ଠ ସାହିତ୍ୟିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ସାହିତ୍ୟ ସଂସଦ ତରଫରୁ କବି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ, ଯାଜପୁର ଜିଲ୍ଲାର ବିରଷ୍ଠ ସାହିତ୍ୟିକ ଶ୍ରୀଯୁକ୍ତ ମଲ୍ଲିକ ଯୋଗଦେଇଥିବା ବେଳେ, ବହୁ ଅତିଥି ଯୋଗଦାନ କରିଥିଲେ ।

Related Posts

About The Author

Add Comment