କେନାଲ ପାଣିରେ ହସିଲା କ୍ଷେତ

Spread the love
  •  
  •  
  •  
  •  
  •  

ଦୀର୍ଘ ଦିନର ଆଶା ଆଜି ପୁରଣ ହେଲା କେନାଲ ମାଧ୍ୟମରେ ଜମିରେ ପହଞ୍ଚିଲା ଜଳ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବନ୍ତଳା ଗ୍ରାମପଞ୍ଚାୟତ ବାରିମୂଳ ମୌଜାରେ ଥିବା ଚାଷ ଜମିରେ ପହଞ୍ଚିଲା କେନାଲ ଯୋଗେ ପାଣୀ। ମା ବ୍ରାହ୍ମଣି ଦେବୀ ପାଣୀ ପଞ୍ଚାୟତ ତରଫରୁ ଦୀର୍ଘ ୧୦ବର୍ଷର ଦାବୀ ପୁରଣ ହେବା ସହ ତିନି ଶହ ଚାଷୀ ଏଥିରେ ଉପକୃତ ହେବା ସହିତ ୧ସହ ହେକ୍ଟର ଚାଷଜମି କୁ ସହଜ ଉପାୟରେ ସରକାର ଯୋଗାଇ ଦେଲେ ଜଳ। ଯାହା ସ୍ଥାନୀୟ ଅଞ୍ଚଳର ମୁଖ୍ୟ ଚାଷ ଡାଳୁଅ ଧାନ,ବିରି,ମୁଗ ଭଳି ଫସଲ କରି ଉପକୃତ ହୋଇପାରିବେ ଚାଷୀ। ଚାଷ କରିବା ପାଇଁ ସ୍ଥାନୀୟ ଛାସୀଙ୍କ ଜଳର ସଙ୍କଟ ଘୋର ସମସ୍ୟା ଥିବା ବେଳେ ଅନେକ ଚାଷୀ ପାଣୀ ଅଭାବରୁ କୌଣସି ଫସଲ କରିପାରିନଥିଲେ। ଏହାର ସମାଧାନ ରାଜ୍ୟ ସରକାର କେନାଲ ମାଧ୍ୟମରେ କ୍ଷେତକୁ ସହଜ ଉପାୟରେ ପାଣି ଯୋଗାଇ ଦେଇଥିବା ବେଳେ ଏହି ସୁଭିଧା ପାଇ ସ୍ଥାନୀୟ ଛାସୀ ମାନଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। କଣ କହିଛନ୍ତି ସ୍ଥାନୀୟ ଚାଷୀ ଓ ପାଣି ପଞ୍ଚାୟତର ସଭାପତି ଶୁଣନ୍ତୁ।

ଯାଜପୁରବଡଚଣା ରୁ ବିମଳ ବେହେରା ଙ୍କ ରିପୋର୍ଟ ସନ୍ଧାନ ନ୍ୟୁଜ

Related Posts

About The Author

Add Comment