କଟକ, ୨୬/୦୮/୨୦୨୦ (ସନ୍ଧାନ ନିଉଜ)- କଟକ ସଦର ବ୍ଲକ କିଶନନଗର ତଥା ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ବ୍ୟାପକ ଧାନଜମି ଜଳମଗ୍ନ ହୋଇଛି। ଗୋଟିଏ ପଟେ କରୋନା ମାଡ ଅନ୍ୟ ପଟେ ଲଗାଣ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇଛି।ଉଦବୃତ୍ତ ବର୍ଷା ଜଳ ନିଷ୍କାସନ ନ ହୋଇ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଛି। କୃଷକଙ୍କ ଭାତହାଣ୍ଡି ପାଣିରେ ବୁଡି ରହିଥିବାରୁ ସେମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କୃଷି ଏବଂ କୃଷକଙ୍କ ନାନାଦି ସମସ୍ୟା, ଜଳବନ୍ଦୀରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ ଏବଂ ବାରହାପାଟ,ବୋଧପୁର,ଭୋଇପଡା-ରାଧା
କିଶନନଗରରେ ଲଘୁଚାପ ଜନିତ ବର୍ଷା ଯୋଗୁ ବ୍ୟାପକ ଧାନଜମି ଜଳମଗ୍ନ
|
August 26, 2020 |



