କାର୍ଯ୍ୟକ୍ଷେମ ହେଉନାହିଁ ଗୋଗଳ ଅଙ୍ଗନବାଡି ଗୃହ

Spread the love

ଧର୍ମଶାଳା (ସନ୍ଧାନ ନିଉଜ) କାଏମା ଗ୍ରାମପଞ୍ଚାୟତ ର ଗୋଗଳ ଗ୍ରାମ ରେ ନୂତନ ଅଙ୍ଗନବାଡି ଗୃହ ହେଇଛି ସତ କିନ୍ତୁ ଦୀର୍ଘ ଦିନ ହେବ କାର୍ଯ୍ୟକ୍ଷେମ ହେଉନାହିଁ,. ସ୍ଥାନୀୟ ପ୍ରଶାସନ ଠୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯନ୍ତ ଲିଖିତ ଅଭିଯୋଗ କଲେ ମଧ୍ୟ କୋୖଣସି ସୁଫଳ ମିଳୁପାରୁନାହିଁ. ଏଥିଯୋଗୁ ଗୋଗଳ ସ୍କୁଲ ଘରେ ଅଙ୍ଗନବାଡି ଚାଲୁଅଛି, କିନ୍ତୁ ଏହି ସ୍କୁଲ ପରିସ୍ଥିତି ଅତି ସ୍ୱଚନୀୟ.
ବର୍ଷ ହେଲେ ଛାତ ରୁ ପାଣି ଗଳୁଛି ତା ସହିତ ଛାତରୁ ଖୋଳପା ମଧ୍ୟ ପଡୁଛି.

ଏ ସମସ୍ତ ସମସ୍ୟା ନେଇ ସମ୍ପୂରକ୍ତ ଅଙ୍ଗନବାଡି ଦାଇତ୍ୱ ରେ ଥିବା ଅଙ୍ଗନବାଡି ଦିଦି ଶ୍ରୀମତୀ ସଂଗୀତ ରାଣୀ ସାହୁ ସମସ୍ତ ବିଭାଗୀୟ ଆଦିକାରୀଙ୍କୁ ଲିଖିତ ଦରଖାସ୍ତ ଦେଇ ଅଭିଯୋଗ କରିସାରିଲେଣି କିନ୍ତୁ ଏଠି ଫଳ ଶୂନ.

ତୁରନ୍ତ ଉଚ୍ଚ ସ୍ଥିରୀୟ ତଦନ୍ତ କରି ଏହି ଅଙ୍ଗନବାଡି ର ସମସ୍ୟା ଦୁରକରାଗଲେ ସମସ୍ତ ଛୋଟ ଛୁଆ ଉପକୃତ ହେବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି

Related Posts

About The Author

Add Comment