Homeଆପଣଙ୍କ ରିପୋର୍ଟକଳା ଟଙ୍କା ହ୍ରାସ, ଟିକସ ବୃଦ୍ଧି ଏବଂ ଦୁର୍ନୀତିକୁ ରୋକିବା ଦିଗରେ ସହାୟକ ହୋଇଛି ବିମୁଦ୍ରୀକରଣ କଳା ଟଙ୍କା ହ୍ରାସ, ଟିକସ ବୃଦ୍ଧି ଏବଂ ଦୁର୍ନୀତିକୁ ରୋକିବା ଦିଗରେ ସହାୟକ ହୋଇଛି ବିମୁଦ୍ରୀକରଣ Sandhan News | November 8, 2020 | Spread the love ନୂଆ ଦିଲ୍ଲୀ, ୦୮/୧୧/୨୦ (ସନ୍ଧାନ ନିଉଜ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ବିମୁଦ୍ରୀକରଣ କଳା ଟଙ୍କା ହ୍ରାସ କରିବାରେ, ଟିକସ ବୃଦ୍ଧିରେ ସହାୟକ ହେବା ସହିତ ଦୁର୍ନୀତିକୁ ମଧ୍ୟ ରୋକିପାରିଛି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଫଳାଫଳ ଜାତୀୟ ପ୍ରଗତି ପାଇଁ ବହୁତ ଲାଭଦାୟକ ଅଟେ। Related Posts ୧୦ ରାଜ୍ୟରେ ସ୍ଥିତି ସମ୍ଭାଳିବେ କେନ୍ଦ୍ରୀୟ ଟିମ୍ December 25, 2021 | Sandhan News | ଅଧିକ ପଢନ୍ତୁ ଟି-୨୦ରେ ଭାରତୀୟ କ୍ରିକେଟ୍ କଲା ନୂଆ ରେକର୍ଡ January 25, 2020 | Sandhan News | ଅଧିକ ପଢନ୍ତୁ ମାଲବାହୀ ଚକାତଳେ ପେଶୀ ହେଇଗଲା ରେଳଠିକା ସଂସ୍ଥାର ସୁପରଭାଇଜର December 21, 2020 | Manas Kumar Rout | ଅଧିକ ପଢନ୍ତୁ ମା ଭୁଆସୁଣୀ ପୀଠରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର : ୭୬ ୟୁନିଟ ରକ୍ତ ସଂଗ୍ରହ August 16, 2021 | Sandhan News | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ମାଲବାହୀ ଚକାତଳେ ପେଶୀ ହେଇଗଲା ରେଳଠିକା ସଂସ୍ଥାର ସୁପରଭାଇଜର December 21, 2020 | Manas Kumar Rout | ଅଧିକ ପଢନ୍ତୁ
ମା ଭୁଆସୁଣୀ ପୀଠରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର : ୭୬ ୟୁନିଟ ରକ୍ତ ସଂଗ୍ରହ August 16, 2021 | Sandhan News | ଅଧିକ ପଢନ୍ତୁ