କଳାହାଣ୍ଡି: ରୋଗ ପୋକରୁ ନାହିଁ ନିସ୍ତାର; ଚାଷୀ ଜାଳିଲା ନିଜ ଫସଲ; ଦେଖନ୍ତୁ ଭିଡିଓ

Spread the love

କଳାହାଣ୍ଡି, ୧୨/୧୧ (ସନ୍ଧାନ ନିୟୁଜ) କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ସାପଲହରା ପଞ୍ଚାୟତ ସ୍ଥିତ କଣ୍ଡରେଇ ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା l ଏହି ଗାଁର ଚାଷୀ ଖଗେଶ୍ବର ଭୋଇ ଷାହୁ କାର ଠୁ ଧାର କରଜ କରି ନିଜ ୧କ ଏକର ଜମି ରେ ସ୍ବର୍ଣ୍ଣା ଧାନ ଚାଷ କରିଥିଲେ l ତେବେ ସେହି ଧାନ ବିଳରେ ରୋଗ ପୋକ ଲାଗି ଜିବାରୁ ରୁଣ ଗ୍ରସ୍ତ ଓ ମାନଶିକ ଚାପରେ ରହି

https://www.youtube.com/watch?v=KzQa90MCJCk

ନିଜ ବିଲର କରିଥିବା ଧାନକୁ ଜାଳି ଦେଇଥିବା ଜଣାପଡ଼ିଛି l

 

Related Posts

About The Author

Add Comment