କଲେଜରେ ଛାତ୍ରୀଙ୍କ ବ୍ଲେଡ ମାରି ଦୁର୍ବୃତ୍ତ ଫେରାର
କଲେଜରେ ଛାତ୍ରୀଙ୍କ ବ୍ଲେଡ ମାରି ଦୁର୍ବୃତ୍ତ ଫେରାର
Manas Kumar Rout |
August 31, 2018 |
ସମ୍ବଲପୁର, ୩୧/୮(ସନ୍ଧାନ ନିୟୁଜ): ଜଣେ ଛାତ୍ରୀଙ୍କ ବ୍ଲେଡ ମାଡ ହୋଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗଟି ସମ୍ବଲପୁର କୁଚିଣ୍ଡାରୁ ଆସିଛି । ଛାତ୍ରୀ ଜଣଙ୍କ କୁଚିଣ୍ଡା ସ୍ଥିତ କୁନ୍ତଳା ମହାବିଦ୍ୟାଳୟର ବୋଲି ଜଣାପଡିଛି । ଜଣେ ଯୁବକ କଲେଜ ପରିସରରେ ଛାତ୍ରୀଙ୍କ ସହ କିଛି ସମୟ କଥା ହେବା ପରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ମହାବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀମାନେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କୁନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରିଛନ୍ତି । ଏହି ଘଟଣାରେ କୁସୁମି ଫାଣ୍ଡି ପୁଲିସ ଜଣଙ୍କୁ ଥାନରେ ଅଟକ ରଖି ପଚରାଉଚରା କରୁଛି ।
Related Posts
About The Author