ଓଲଟିଲା ଯାତ୍ରୀବାହୀ ବସ, 7 ଆହତ

ରାଉରକେଲା, ୨୦/୨/୨୦ (ସନ୍ଧାନ ନିଉଜ) : କୁତ୍ରା ବ୍ଲକର ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ବଡ଼ମାଳରେ ରାଜା ଗୋଲଡ଼ ନାମକ ଏକ ଯାତ୍ରୀବାହୀ ବସ ଓଲଟି ପଡିବାରୁ ସାତ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସଟି ରାଜଗାଙ୍ଗପୁରରୁ ବଡ଼ମାଳ ଯାଉଥିଲା ।

Related Posts

About The Author

Add Comment