ଓଡିଶାର ପୂର୍ବତନ ହକି ତାରକା ମାଇକେଲ୍‌ କିଣ୍ଡୋଙ୍କର ନିଧନ

Spread the love

ବାରିପଦା, ୦୧.୦୧.୨୦୨୧(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):-ଓଡ଼ିଶାର ପୂର୍ବତନ ହକି ତାରକା ମାଇକେଲ କିଣ୍ଡୋଙ୍କର ପରଲୋକ ହୋଇଛି । ହକି ପାଇଁ ଅବଦାନ ନିମନ୍ତେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେ ୧୯୭୫ ମସିହାରେ ଭାରତର ଦଳରେ ସାମିଲ ଥିଲେ । ସେହି ବର୍ଷ ଭାରତ ବିଶ୍ଵବିଜେତା ହୋଇଥିଲା । ୮୪ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି । ଆଇଜିଏରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ନିଧନ ହୋଇଛି ।

Related Posts

About The Author

Add Comment