ଆଦିବାସୀ ନାବାଳିକାକୁ ୮ମାସ ଧରି ଗଣ ଦୁଷ୍କର୍ମ

Spread the love

ବାରିପଦା,୩୧/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା): ଗୁଣପୁର ଥାନା ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଜଣେ କି ଦୁଇ ଜଣ ନୁହେଁ; ଗଣଦୁଷ୍କର୍ମରେ ସଂପୃକ୍ତ ଅଛନ୍ତି ୬ ଯୁବକ ୮ ମାସ ଧରି ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ବିଭିନ୍ନ ସମୟରେ ଦୁଷ୍କର୍ମ କରି ଆସୁଥିବା ଅଭିଯୋଗ ହୋଇଛି । ପୀଡ଼ିତା ଏବେ ୬ ମାସର ଗର୍ଭବତୀ ଥିବା ଜଣାପଡ଼ିବା ପରେ ପୁଲିସ ଗୁଣପୁର ଘଟଣାରେ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ପୁଲିସ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଛି।  ମେଡିକାଲରେ ନାବାଳିକାର ଡାକ୍ତରୀ ମାଇନା କରିଛି ରାମନାଗୁଡ଼ା ବ୍ଲକ୍ ଗୁଲୁମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ‌ ଏକ ଗ୍ରାମର ଆଦିବାସୀ ନାବାଳିକା ଜଣକ ଗତ ୮ ମାସ । ତଳେ ଗାଁ ନିକଟ ନାଳକୁ ଗାଧୋଇବାକୁ ଯାଇଥିଲେ।  ନାବାଳିକା ଜଣଙ୍କ ଏକାକି ଗାଧୋଉଥିବା ସମୟରେ ।  ସେହି ଗ୍ରାମର ୫ ଜଣ ଯୁବକ ଓ ପଡୋଶୀ ଗ୍ରାମର । ଜଣେ ଯୁବକ ଜୋର ଜବରଦସ୍ତ ପାଖ ଜଙ୍ଗଲକୁ  ଉଠାଇ ନେଇଥିଲେ। ଜଙ୍ଗଲରେ ଜଣେ ପରେ ଜଣେ ଗଣଦୁଷ୍କର୍ମ କରିବା ପରେ ପୀଡ଼ିତାଙ୍କୁ ଛାଡ଼ି ଦେଇଥିଲେ । ଘଟଣା ସଂପର୍କରେ କାହାକୁ ନ କହିବାକୁ ଅଭିଯୁକ୍ତମାନେ ନାବାଳିକାଙ୍କୁ ଚେତାବନୀ ଦେଇଥିଲେ। ଭୟରେ ନାବାଳିକା ଜଣଙ୍କ ଘଟଣା ସଂପର୍କରେ କାହାକୁ କିଛି କହି ନ ଥିଲେ ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନେ ନାବାଳିକାକୁ ଭୟଭୀତ କରି ପୃଥକ୍ ପୃଥକ୍ ଭାବେ ବିଭିନ୍ନ ସ୍ଥାନରେ ଗଣଦୁଷ୍କର୍ମ କରି ଆସୁଥିଲେ । ଗତ କିଛି ଦିନ ତଳେ ନାବାଳିକାଙ୍କ ସ୍ଵାସ୍ଥ୍ୟବସ୍ଥାକୁ ଦେଖି  ପରିବାର ଲୋକ ସନ୍ଦେହ କରିଥିଲେ। ଗତ ଦୁଇ ଦିନ ତଳେ ନାବାଳିକାଙ୍କ ମାଆ ଆଶାକର୍ମୀଙ୍କ ସହାୟତାରେ ଗୁଉଠାଇ ନେଇଥିଲେ। ଜଙ୍ଗଲରେ ଜଣେ ପରେ ଜଣେ ଗଣଦୁଷ୍କର୍ମ କରିବା ପରେ ପୀଡ଼ିତାଙ୍କୁ ଛାଡ଼ି ଦେଇଥିଲେ । ଘଟଣା ସଂପର୍କରେ କାହାକୁ ନ କହିବାକୁ ଅଭିଯୁକ୍ତମାନେ ନାବାଳିକାଙ୍କୁ ଚେତାବନୀ ଦେଇଥିଲେ। ଭୟରେ ନାବାଳିକା ଜଣଙ୍କ ଘଟଣା ସଂପର୍କରେ କାହାକୁ କିଛି କହି ନ ଥିଲେ ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନେ ନାବାଳିକାକୁ ଭୟଭୀତ କରି ପୃଥକ୍ ପୃଥକ୍ ଭାବେ ବିଭିନ୍ନ ସ୍ଥାନରେ ଗଣଦୁଷ୍କର୍ମ କରି ଆସୁଥିଲେ । ଗତ କିଛି ଦିନ ତଳେ ନାବାଳିକାଙ୍କ ସ୍ଵାସ୍ଥ୍ୟବସ୍ଥାକୁ ଦେଖିଣପୁର ମେଡିକାଲକୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେ ୬ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ପରିବାର ଲୋକ ନାବାଳିକାଙ୍କୁ ପଚରାଉଚରା କରି ଘଟଣା ସଂପର୍କରେ ଜାଣିବା ପରେ ଅଙ୍ଗନବାଡ଼ି କର୍ମୀ ରାମନାଗୁଡ଼ା ଗର୍ଭବତୀ ସଡିପିଓଙ୍କୁ ଘଟଣା ସଂପର୍କରେ ଅବଗତ କରିଥିଲେ। ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ସିଡିପିଓ, ଗୁଲୁମୁଣ୍ଡା ସରପଞ୍ଚ ଲଳିତା ଶବର ଗତକାଲି ଗ୍ରାମରେ ପହଞ୍ଚି ପୀଡ଼ିତାଙ୍କ ସହ ଆଲୋଚନା କରିଥିଲେ। ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଶିଶୁ ସୁରକ୍ଷା ଅଧିକାରୀ ସ୍ପଷ୍ଟ ହେବା ପରେ ଥାନାରେ ଅଭିଯୋଗ  କରିବାକୁ ପୀଡ଼ିତାଙ୍କ ବାପାଙ୍କୁ କହିଥିଲେ। ପୀଡ଼ିତାଙ୍କ  ବାପା ଗତକାଲି ରାତି ସାଢ଼େ ୧୦ଟାରେ ଗୁଣପୁର ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଏତଲାକୁ ଭିତ୍ତ କରି ପୁଲିସ ମାମଲା ରୁଜୁ କରିବା ସହ ଗତକାଲି ରାତିରେ ହିଁ ୬ ଅଭିଯୁକ୍ତଙ୍କୁ ଉଠାଇ ନେଇଥିଲା ।ସମସ୍ତ ଅଭିଯୁକ୍ତକୁ ଥାନାରେ ପଚରାଉଚରା କରିବା ପରେ ପୁଲିସ ପୀଡ଼ିତା ନାବାଳିକାର ଡାକ୍ତରୀ ମାଇନା କରିଛି। ଆସନ୍ତାକାଲି ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା କଉଠାଇ ନେଇଥିଲେ। ଜଙ୍ଗଲରେ ଜଣେ ପରେ ଜଣେ ଗଣଦୁଷ୍କର୍ମ କରିବା ପରେ ପୀଡ଼ିତାଙ୍କୁ ଛାଡ଼ି ଦେଇଥିଲେ । ଘଟଣା ସଂପର୍କରେ କାହାକୁ ନ କହିବାକୁ ଅଭିଯୁକ୍ତମାନେ ନାବାଳିକାଙ୍କୁ ଚେତାବନୀ ଦେଇଥିଲେ। ଭୟରେ ନାବାଳିକା ଜଣଙ୍କ ଘଟଣା ସଂପର୍କରେ କାହାକୁ କିଛି କହି ନ ଥିଲେ । ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନେ ନାବାଳିକାକୁ ଭୟଭୀତ କରି ପୃଥକ୍ ପୃଥକ୍ ଭାବେ ବିଭିନ୍ନ ସ୍ଥାନରେ ଗଣଦୁଷ୍କର୍ମ କରି ଆସୁଥିଲେ । ଗତ କିଛି ଦିନ ତଳେ ନାବାଳିକାଙ୍କ ସ୍ଵାସ୍ଥ୍ୟବସ୍ଥାକୁ ଦେଖିରାଯିବ ବୋଲି ଗୁଣପୁର ଏସଡ଼ିପିଓ ରାଜ କିଶୋର ଦାଶ ସୂଚନା ଦେଇଛନ୍ତି । ଗୁଣପୁର ଥାନାରେ ଏ ନେଇ କେସ୍ ନଂ-୧୪୭/୨୦୨୦ ରେ ମାମଲା ରୁଜୁ ହୋଇଛି। ପୋସ୍କୋ ଆଇନ ସହ ୩୭୬୨ ଏନ୍, ୩୭୬ (୩), ୩୭୬ (ବି) ଧାରା ଲଗାଇ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ଗୁଣପୁର ଥାନା ଏଆଇ ରୁଦ୍ରମାଧବ ମୁଦୁଲୀ ଘଟଣାର ତଦନ୍ତ କରୁଛନ୍ତି। ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ଗ୍ରାମରେ ଚାଞ୍ଚଲ୍ୟ ଖେଳିଯାଇଛି।

Related Posts

About The Author

Add Comment