ଭୁବନେଶ୍ଵର,୦୧/୧୦ (ସନ୍ଧାନ ନିଉଜ):ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ରହିବା ଯୋଗୁଁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଜଣାପଡିଛି। ତେବେ ଏହି ବର୍ଷାର ପରିମାଣ ୩ ତାରିଖ ଆଡ଼କୁ ବଢିବା ସହ, ନବରଙ୍ଗପୁର ନୂଆପଡା, ବରଗଡ, ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ଆଗକୁ ଅଛି ପ୍ରବଳ ବର୍ଷା
|
October 1, 2019 |