ମୁମ୍ବାଇ,୨୭/୫(ସନ୍ଧାନ ନିୟୁଜ୍) ଆଇପିଏଏଲର ଚାଲିଥିବା ଶେଷ ତଥା ଫାଇନାଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଚଳିତ ବର୍ଷ (୨୦୧୮)ରେ ପୁଣି ତୃତୀୟଥର ପାଇଁ ଚାମ୍ପିଆନ ଅର୍ଜନ କରିଛି । ସନ ରାଇଜର୍ସ ନିର୍ଦ୍ଧାରିତ ଓଭରରେ ୬ୱକେଟ ହରାଇ ୧୭୮ ରନ୍ କରିଥିବା ବେଳେ ଚେନ୍ନାଇର ସେନ୍ ୱାଟସନଙ୍କ ଶତକୀୟ ଇନିସଂ ଦ୍ୱାରା ୨ୱକେଟ ହରାଇ ବିଜୟ ଲାଭ କରିଥିଲା । ତେବେ ପ୍ରଥମ ଓଭର ମେଡେନ୍ରେ ଚେନ୍ନାଇର ବିଜୟ ଲାଭର ଆଶା କମ୍ ବୋଲି ବହୁ ଖେଳପ୍ରମେୀ ଭାବି ନେଇଥିଲେ ।



