Homeଖେଳଆଇ.ପି.ଏଲ: ସନରାଇଜର୍ସ ହାଇଦ୍ରାବାଦ୍କୁ ହରାଇ ଚେନ୍ନାଇ ସୁପର କିଙ୍ଗିସ୍ ବିଜୟୀ ଆଇ.ପି.ଏଲ: ସନରାଇଜର୍ସ ହାଇଦ୍ରାବାଦ୍କୁ ହରାଇ ଚେନ୍ନାଇ ସୁପର କିଙ୍ଗିସ୍ ବିଜୟୀ Manas Kumar Rout | May 28, 2018 | Spread the love3 3Shares ମୁମ୍ବାଇ,୨୭/୫(ସନ୍ଧାନ ନିୟୁଜ୍) ଆଇପିଏଏଲର ଚାଲିଥିବା ଶେଷ ତଥା ଫାଇନାଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଚଳିତ ବର୍ଷ (୨୦୧୮)ରେ ପୁଣି ତୃତୀୟଥର ପାଇଁ ଚାମ୍ପିଆନ ଅର୍ଜନ କରିଛି । ସନ ରାଇଜର୍ସ ନିର୍ଦ୍ଧାରିତ ଓଭରରେ ୬ୱକେଟ ହରାଇ ୧୭୮ ରନ୍ କରିଥିବା ବେଳେ ଚେନ୍ନାଇର ସେନ୍ ୱାଟସନଙ୍କ ଶତକୀୟ ଇନିସଂ ଦ୍ୱାରା ୨ୱକେଟ ହରାଇ ବିଜୟ ଲାଭ କରିଥିଲା । ତେବେ ପ୍ରଥମ ଓଭର ମେଡେନ୍ରେ ଚେନ୍ନାଇର ବିଜୟ ଲାଭର ଆଶା କମ୍ ବୋଲି ବହୁ ଖେଳପ୍ରମେୀ ଭାବି ନେଇଥିଲେ । ସ୍କୋର ବୋର୍ଡ ସନରାଇର୍ଜସ ହାଇଦ୍ରବାଦ୍ (୧୭୮/୬) ଚେନ୍ନାଇ ସୁପର କିଙ୍ଗସ୍ (୧୮୨/୨) ଶ୍ରୀବସ ଗୋସ୍ୱାମୀ-୧୫ ରନ୍ ସେନ୍ ୱାଟସନ୍-୧୧୭(୫୭ବଲ,୧୧ ଚୌକା, ୮ଛକ) ଶିଖର ଧାୱନ-୨୬ ଫାପ୍ ଡୁ ପ୍ଳେସିସି-୧୦ କେନ୍ ୱଲିମସନ-୪୭ ସୁରେଶ ରାଇନା-୩୨ ସକିବ ଅଲ ହାସନ-୨୩ ଅମ୍ବାତି ରାଇଡୁ-୧୭ ୟୁସୁଫ ଫଠାନ-୪୫(ନଟ ଆଉଟ୍) ଅତିରିକ୍ତ-୦୫ ଦିପକ ହୁଦା- ୦୩ ଅତିରିକ୍ତ-୮ 3Shares Related Posts ମାନବ ଅଧିକାର କମିଶନଙ୍କ ପାଖକୁ ଗଲା ସାମ୍ବାଦିକଙ୍କୁ ଆକର୍ମଣ ଘଟଣା; କୁଆଖିଆ ଥାନା ଅଧିକାରୀଙ୍କ ନାମରେ ହେଲା ମାମଲା April 9, 2020 | Manas Kumar Rout | ଅଧିକ ପଢନ୍ତୁ ଆଇପିଏଲ ୨୦୨୧ ପାଇଁ ଖେଳାଳିମାନଙ୍କ ନିଲାମ January 23, 2021 | Sandhan News | ଅଧିକ ପଢନ୍ତୁ ଲଷ୍ମୀ ନାରାୟଣ କ୍ରିକେଟ୍ ଟୁର୍ଣ୍ଣାମେଂଟ୍ ଉଦଯାପିତ; ରେଖିଦେଇପୁର ବିଜୟ January 26, 2020 | Manas Kumar Rout | ଅଧିକ ପଢନ୍ତୁ ଦ୍ୱିସ୍ତରୀୟ ଖଦୀ ମାସ୍କ ବିକଶିତ କରିଛି କେଭିଆଇସି April 13, 2020 | Sandhan News | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ମାନବ ଅଧିକାର କମିଶନଙ୍କ ପାଖକୁ ଗଲା ସାମ୍ବାଦିକଙ୍କୁ ଆକର୍ମଣ ଘଟଣା; କୁଆଖିଆ ଥାନା ଅଧିକାରୀଙ୍କ ନାମରେ ହେଲା ମାମଲା April 9, 2020 | Manas Kumar Rout | ଅଧିକ ପଢନ୍ତୁ
ଲଷ୍ମୀ ନାରାୟଣ କ୍ରିକେଟ୍ ଟୁର୍ଣ୍ଣାମେଂଟ୍ ଉଦଯାପିତ; ରେଖିଦେଇପୁର ବିଜୟ January 26, 2020 | Manas Kumar Rout | ଅଧିକ ପଢନ୍ତୁ