ଅମରନାଥ ଯାତ୍ରା ଜୁଲାଇ ୨୧ରୁ ଆରମ୍ଭ ହୋଇ  ଅଗଷ୍ଟ ୩ରେ ଶେଷ ହେବ

Spread the love
ଭୁବନେଶ୍ୱର, ୦୬/୦୬ (ସନ୍ଧାନ ନିଉଜ) ଏବର୍ଷ ଅମରନାଥ ଯାତ୍ରା ଜୁଲାଇ ୨୧ରୁ ଆରମ୍ଭ ହୋଇ  ଅଗଷ୍ଟ ୩, ରାକ୍ଷୀ ପୁର୍ଣ୍ଣିମା ଦିନ ଶେଷ ହେବ। ଏନେଇ ଶ୍ରୀଅମରନାଥ ସ୍ରାଇନ ବୋର୍ଡ ନିଷ୍ପତ୍ତି ନେଇଛି। ଏ ବର୍ଷ ଯାତ୍ରାର ଅବଧି ମାତ୍ର ୧୪ ଦିନ ରହିବ କେବଳ ଏତିକି ନୁହେଁ, ଯାତ୍ରା କରିବାକୁ ଯାଉଥିବା ତୀର୍ଥଯାତ୍ରୀଙ୍କ ବୟସ ସୀମା ମଧ୍ୟ ବୋର୍ଡ ସ୍ଥିର କରିଛି। ସାଧୁମାନଙ୍କୁ ଛାଡି, ଯାତ୍ରାରେ ଯାଉଥିବା ଅନ୍ୟ ତୀର୍ଥଯାତ୍ରୀଙ୍କ ବୟସ ୫୫ ବର୍ଷରୁ କମ୍ ସ୍ଥିର ହୋଇଛି। ସମସ୍ତ ଯାତ୍ରୀଙ୍କ ପାଇଁ କୋଭିଡ ୧୯ ପରୀକ୍ଷା ସାର୍ଟିଫିକେଟ୍ ରହିବା ମଧ୍ୟ ବାଧ୍ୟତାମୂଳକ ସମୁଦ୍ର ପତ୍ତନଠାରୁ ପ୍ରାୟ ୩୮୮୮ ମିଟର ଉଚ୍ଚରେ ଅବସ୍ଥିତ ଏ ବର୍ଷ କରୋନା ମହାମାରୀ ଥିବାରୁ ଦେଶବାସୀ ଯାତ୍ରା ହେବ କି ନାହିଁ ତାକୁ ନେଇ ସନ୍ଦେହରେ ଥିଲେ, ଯାହା ବର୍ତ୍ତମାନ ଶେଷ ହୋଇଛି।

Related Posts

About The Author

Add Comment