ଅବ୍ୟବସ୍ଥାରେ ପୁରୀ ମେଡିକାଲ: ଚିକିତ୍ସା ପାଉ ନାହାନ୍ତି ରୋଗୀ; ସୂଚନା ଫଳକରେ ନାହିଁ କୌଣସି ସୂଚନା

Spread the love

ପୁରୀ, ୩୦/୦୫ (ସନ୍ଧାନ ନିଉଜ) ପୁରୀ ଜିଲ୍ଲା ସଦର ମହକୁମାର ଚିକିତ୍ସାଳୟରେ ଘଟିଥିଲା ଏକ ଦୁଖଦ ଘଟଣା ନାହାନ୍ତି ଶିଶୁ ଵିଭାଗର ,ରେ ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ର ଶିବାଶିଷ ନାୟକ ପୁରୀ ସହରରେ ଗତ କିଛି ଦିନ ଭଡ଼ା ରହୁଥିଲେ। ଗତ କାଲି ୯ରେ ତାଙ୍କର ପୁଅ ଦେହ ଖରାପ ଲାଗିଲା ସେ କହିଛନ୍ତି ଯେ ମୁଁ ପୁରୀ ସଦର ମହକୁମାର ଚିକିତ୍ସା ଳୟରେ ଆଣିବା ପରେ ମତେ କହିଲେ ଶିଶୁଙ୍କ ବି ଭାଗରେ କେହି ନାହାନ୍ତି ଓ ତା ପରେ କିଛି ମିଡ଼ିଆ ଭାଈ ସେ ଠାରେ ପହଞ୍ଚି ମୋ ହାତ ଧରି ଲେ ଓ ତା ପରେ ବେଡ଼ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ସେ କହିଛନ୍ତି ଯେ କୌଣସି ପ୍ରକାର ସହାୟତା ଯୋଗାଇଦେବାକୁ ତାଙ୍କ ପରିବାର ଲୋକେ ହନ୍ତସନ୍ତ ହେଉଛନ୍ତି ଵେଲି।ଏ ସମ୍ପର୍କରେ ଆଲୋଚନା କରିଥିଲେ ମଧ୍ୟ କିଛି ଦିନ ମଧ୍ୟରେ ରାଜ୍ୟରେ ଗରିବ ଲୋକମାନଙ୍କ ମଧ୍ୟରେ ଅନ୍ୟତମ ଓଡିଶାର ଏକ ପ୍ରକାର ସାହାଯ୍ୟ କରିବାକୁ ହେବ ବୋଲି କହିଛନ୍ତି ସାଇସାଇ ର ସଦସ୍ୟ ମାନେ କହିଛନ୍ତି।ଏବଂ ସରକାର ନିକଟରେ ଦାବି କରିଛନ୍ତି ବୋଲି କହିଛନ୍ତି ଯେ କୌଣସି ପ୍ରକାର ସହାୟତା ଯୋଗାଇଦେବାକୁ ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ।

ପୁରୀ ଜିଲ୍ଲାର ଚିକିତ୍ସା ଳୟରେ ଓପିଡି ସୁଚନା ଫଳକରେ ଦିଆଯାଉନାହିଁ ସୁଚନା ଲୋକମାନଙ୍କୁ ନିରାଶ ହୋଇ ହେଲେ।ଏବଂ ଅନ୍ୟାନ୍ୟ କେତେକ ସ୍ଥାନରେ ମଧ୍ୟ ବିଭିନ୍ନ ସମୟରେ ଅଧିକ ଅସୁବିଧା ସମୟରେ ଭୋଗୁଛନ୍ତି ଲୋକମାନେ କହିଛନ୍ତି ଯେ କୌଣସି ପ୍ରକାର ପ୍ରସ୍ତୁତି ନିଶ୍ଚିତ ଭାବରେ ଗ୍ରହଣ କରାଯାଉ ସାଧାରଣ ଲୋକ ମାନେ ହଇରାଣ ହେଉଛନ୍ତି।

Report- Mantu Bhoi

Related Posts

About The Author

Add Comment