ଅବକାରୀ ଚଢାଉ, ୪ ଗିରଫ

Spread the love

ଚିତ୍ରଡା, 13.12.2020 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା)  -ମୟୂରଭଞ୍ଜ ଜିଲା ମୋରଡ଼ା ଲିଟର ଦେଶୀ ମଦ ଜବତ କରାଯାଇ ନାଗା ସରେନ(୬୦) ଙ୍କୁଅବକାରୀ ଥାନା ଇଲାକାରେ ଅବକାରୀ ଅଧୀକ୍ଷକ ପୁରସ୍ତମ ଗିରଫ କରାଯାଇଛି । କୁକୁଡାପଦା ଗ୍ରାମରୁ ୫ ଲିଟର ମଦ ଜବତଧାରୁଆଙ୍କ ନିର୍ଦ୍ଦେଶ କ୍ରମେ ମୋରଡା ଏସିଆଇ ମଧୁସୂଦନ ସାହୁ ଓ କରାଯାଇ ଦୋଳମଣି ପାତ୍ର(୫୮)ଙ୍କୁ ଗିରଫ କରାଯାଇଛି । ସଦର ଇନ୍ସପେକ୍ଟର ବିକାଶ ଟପ୍ଲା ସଦଳବଳେ ଶନିବାର ବିଭିନ୍ନ ବେଲାଝରି ଗ୍ରାମରୁ ୫ ଲିଟର ଚୋରା ଦେଶୀମଦ ଜବତସ୍ଥାନରେ ଅଚାନକ ଚଢାଉ କରିଥିଲେ। ଘୋଡ଼ାବନ୍ଧା କେନାଲ କରାଯାଇ ଡମନ କିସ୍କୁ(୩୬)ଙ୍କୁ ଗିରଫ କରାଯାଇଛି । କାପେଇନିକଟରେ ବେଆଇନ ଭାବେ ଦେଶୀ ମଦ ରନ୍ଧା ହେଉଥିବା ଗ୍ରାମରୁ ସାଢେ ୪ ଲିଟର ବିଦେଶୀ ମଦ ଜବତ କରାଯାଇ ମଙ୍ଗଲବେଳେ ଚଢାଉ କରି ୧୦ ଲିଟର ମଦ ସହ ମଦ ତିଆରି ସରଞ୍ଜାମ ମହାନ୍ତ (୪୬)ଙ୍କୁ ଗିରଫ କରାଯାଇଛି । ଏ ବାବଦରେ ମୋରଡାଜବତ କରିବା ସହ ୧୦୦ କେଜି ମହୁଲ ପୋଚ ନଷ୍ଟ କରିଥିଲେ। ଅବକାରୀ ଥାନାରେ ଭାରପ୍ରାପ୍ତ ଅଧୁରୀ ମଧୁସୂଦନ ସାହୁ ପୃଥକଛାତନା ଗ୍ରାମରୁ ୬୦ ଲିଟର ଚୋରା ଦେଶୀ ମଦ ଜବତଭାବେ ୬ଟି ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି କରାଯାଇଛି । ଏହି ଦୁଇସ୍ଥାନରୁ ସଂପୃକ୍ତ ବ୍ୟକ୍ତି ପଳାଇ ଯାଇଥିରୁ ଗୋଟିଏ ଦିନରେ ବିଭିନ୍ନ ସ୍ଥାନରେ ଅବକାରୀ ଚଢାଉ ଚୋରା ମଦକାହାକୁ ଗିରଫ କରାଯାଇ ପାରିନାହିଁ ବଳଦିଆ ଗ୍ରାମରୁ ୫ ବେପାରୀଙ୍କୁ ଛାନିଆ କରିପକାଇଛି ।

Related Posts

About The Author

Add Comment