ଏଠାରେ ପନ୍ ପର୍ବ(Pon Festival) ପାଳନ କରାଯାଇଥାଏ। ଯାହା ପାହାଡ଼ ଉପରେ ଏହି ପର୍ବ ପାଳନ କରାଯାଇଥାଏ। ଏଥିରେ ବାଲି ସହରର ପ୍ରତ୍ୟେକ ପରିବାର ଭାଗ ନିଅନ୍ତି। ଏହି ପର୍ବର ବିଶେଷତ୍ୱ ହେଉଛି ଜଣେ ମହିଳା ୭ ଜଣ ଅଜଣା ପୁରୁଷଙ୍କ ସହିତ ସମ୍ପର୍କ ରଖିଥାଏ। ଏଥିପାଇଁ ପରିବାରର ସହମତି ରହିଥାଏ। ଏପରି ସମ୍ପର୍କ ସ୍ଥାପନ କଲେ ଉଭୟ ମହିଳା ଓ ପୁରୁଷଙ୍କ ମନସ୍କାମନା ପୂରଣ ହୋଇଥାଏ। ଦୁଇ ପରିବାରକୁ ଶୁଖ ଓ ଶାନ୍ତି ମିଳିଥାଏ।
ପନ୍ ପର୍ବ ବର୍ଷକୁ ସାତ ଥର ପାଳନ କରାଯାଇଥାଏ। ଜଣେ ମହିଳା ସାତ ଜଣ ପୁରୁଷଙ୍କ ସହ ସମ୍ପର୍କ ରଖିଥାଏ। ଏଥିପାଇଁ ପ୍ରତି ମହିଳା ଓ ପୁରୁଷଙ୍କୁ ୧୦ ଡଲାର ଦେବାକୁ ପଡ଼ିଥାଏ।