ହାଇୱ।ଧକ୍କାରେ ଯୁବକ ମୃତ

Spread the love
  •  
  •  
  •  
  •  
  •  

ଜେନାପୁର/୩୧/୦୧/ସନ୍ଧାନ ନିୟୁଜ୍(ପ୍ରଶାନ୍ତ ସାମଲ)ଜେନାପୁର ଥାନା ଅନ୍ତର୍ଗତ ଅଂଜିରା ଗ୍ରାମ ପଞ୍ଚାୟତ ଅଧିନ ମହୁଲ ଖୋଳି ଶାଳଜଙ୍ଗଲ ରାସ୍ତା ନିକଟରେ ହାଇୱ। ଧକ୍କା ଦେବା ଫଳରେ ଜଣେ ଯୁବକର ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ ବିଛାଖଣ୍ଡି କଳା ପଥର ଖାଦାନ ରୁ ଆସୁଥିବା ହାଇୱ। ଓ ଡ଼ି ୦୪ ଏ ଲେ ୨୭୩୩ ଗାଡିଟି ବିପରୀତ ଦିଗରରୁ ଆଉଥିବା ଏକ ସୁଜିକି ଜିକ୍ସସର ଓ ଡ଼ି ୦୯ ଏମ୍ ୧୦ ୪୩ କୁ ଅଗପଟୁ ବହୁ ଜୋରରେ ଧକ୍କାଦେଇଥିଲା ଫଳରେ ସେଇଠାରେ ବାଇକ୍ ଚାଳକର ମୃତ୍ୟୁ ଘଟିଥିଲା ।ମୃତକ ଜଣକ କେଉଁଝର ଅଞ୍ଚଳର ବୋଲି ଅନୁମାନ କରାଯାଉଛି ।ଖବର ପାଇ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବଦ କରି ଘଟଣାର ତଦନ୍ତ ଜାରିରଖିଛି ।

Related Posts

About The Author

Add Comment