Homeଜିଲ୍ଲା ପରିକ୍ରମାମାଲକାନଗିରି୨ ବାଇକ୍ ମୁହାଁମୁହିଁ ଧକ୍କା ୩ ମୃତ ୨ ବାଇକ୍ ମୁହାଁମୁହିଁ ଧକ୍କା ୩ ମୃତ Sandhan News | January 20, 2021 | Spread the love ମାଲକାନଗିରି, ୧୯/୦୧/୨୧ (ସନ୍ଧାନ ନିଉଜ) : ମାଲକାନଗିରି ଜୟପୁର ଜାତୀୟ ରାଜପଥ ବିଜାଘଟିରେ ଆଜି ରାତ୍ରରେ ୨ ଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ତିନିଜଣ ମୃତ୍ୟୁ ହୋଇଛି। ପରିଚୟ ମିଳିନଥିବାବେଳେ ମାଲକାନଗିରି ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। Related Posts ଯବାନଙ୍କ ରକ୍ଷା କବଚ ପାଲଟିଲା ଡ୍ରୋନ August 21, 2019 | Biswajit Parida | ଅଧିକ ପଢନ୍ତୁ ତାଳୁଆ ନଦୀବନ୍ଧ ପାଲଟିଚି ମରଣଯନ୍ତା November 30, 2021 | Sandhan News | ଅଧିକ ପଢନ୍ତୁ ଭିତରକନିକା ଇତିହାସରେ ପ୍ରଥମ : ୪୦ ବଉଳା କୁମ୍ଭୀର ଅଣ୍ଡା ନନ୍ଦନକାନନ ଗଲା July 13, 2018 | Manas Kumar Rout | ଅଧିକ ପଢନ୍ତୁ ଛତିଆ ଉଦାସ ଆଶ୍ରମ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ April 14, 2020 | Manas Kumar Rout | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ଭିତରକନିକା ଇତିହାସରେ ପ୍ରଥମ : ୪୦ ବଉଳା କୁମ୍ଭୀର ଅଣ୍ଡା ନନ୍ଦନକାନନ ଗଲା July 13, 2018 | Manas Kumar Rout | ଅଧିକ ପଢନ୍ତୁ