ହିନ୍ଦୁ ଜାଗରଣ ମଂଚ ଓ ଉତ୍କଳ ବିକାଶ ପରିଷଦ ପକ୍ଷରୁ ପୂଜାର୍ଚ୍ଚନା ସହ ସେବାକାର୍ଯ୍ୟ

Spread the love
କଟକ,୨୧/୦୭/୨୧ (ସନ୍ଧାନ ନିଉଜ) – ହିନ୍ଦୁ ଜାଗରଣ ମଞ୍ଚ ଓ ଉତ୍କଳ ବିକାଶ ପରିଷଦ କଟକ ସଦର ମିଳିତ ଅନୁକୂଲ୍ୟରେ ପଣ୍ଡିତ ହୃଦାନନ୍ଦ ହୋତାଙ୍କ ପୌରହିତ୍ବରେ ଆୟତପୁର ପଞ୍ଚାୟତର ନାଗେଶ୍ବରନାଥ ମହାଦେବଙ୍କ ପୀଠରେ ମହାମାରୀ କରୋନା ସମୟରେ ବିଶ୍ବକଲ୍ୟାଣ ନିମନ୍ତେ ରୁଦ୍ରାଭିଷେକ,ହୋମଯଜ୍ଞ,ପୂଜାର୍ଚ୍ନା କରାଯାଇ ଉପସ୍ଥିତ ବ୍ରାହ୍ମଣ ମାନଙ୍କୁ ଯଥାମାନ୍ୟ ସମ୍ମାନ ସହ ମନ୍ଦିରର ପୂଜକ ଓ ସେବାୟତ ମାନଙ୍କୁ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମଞ୍ଚର ପ୍ରାନ୍ତ ସଂଗଠନ ସମ୍ପାଦକ ସମାଜସେବୀ ତନ୍ମୟ ଦାସ,ଆଶୋକ ପଟ୍ଟନାୟକ,ସୁଧୀର ପ୍ରସାଦ ନନ୍ଦ,ସଞ୍ଜୟ ସାହୁ,ଲଷ୍ମୀଧର ଜେନା,ସଞ୍ଜୟ ସେଠୀ,ସନ୍ତୋଷ ଭୋଇ,ନିରଞ୍ଜନ ରାଉଳ,ପୂର୍ଣ୍ଣଚନ୍ଦ୍ର ନାୟକ,ବଳରାମ ନାୟକ,ଅକ୍ଷୟ ଦାସ,କୃଷ୍ଣଚନ୍ଦ୍ର ବେହେରା,ଅସିତ ଶୁକ୍ଳ,ପ୍ରଦୀପ ମଲ୍ଲିକ,ମନୋରଞ୍ଜନ ସେଠି,ଦୀପକ ସେଠି,ଜଗନ୍ନାଥ ସ୍ୱାଇଁ,ସୁଶାନ୍ତ ସେଠି,ପ୍ରଦୀପ ମହାଳି,ନିରଞ୍ଜନ ରାଉଳ ପ୍ରମୁଖ ଉପସ୍ଥିତଥିଲେ ।

Related Posts

About The Author

Add Comment