ହରିଣର ମୃତ ଦେହ ଉଦ୍ଧାର

Spread the love

ବାରିପଦା, 13.12.2020 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା)-ଶୁଳିଆପଦାବ୍ଲକ ଅଧିନିସ୍ଥ ବଡ଼ଶୋଳ ଗ୍ରାମରସୁବର୍ଣ୍ଣରେଖା କେନାଲ ମଧ୍ୟରୁ ଦେଉଳିରେଞ୍ଜ ବନ ଅଧୁକାରୀ ରବିନାରାୟଣମହାନ୍ତିଙ୍କ ନେତୃତ୍ବରେ ସହଯୋଗୀବନକର୍ମଚାରୀଙ୍କ ଦ୍ବାରା ଆଜି ଏକ ମୃତହରିଣ ଉଦ୍ଧାର କରାଯାଇଛି । ଉଦ୍ଧାରମୃତ ହରିଣର ବୟସ ୩ ରୁ ୪ ବର୍ଷହୋଇଥିବା ବେଳେ ଉଚ୍ଚତା ୨.୫ ଫୁଟଓ ଓଜନ ୫୦ କି.ଗ୍ରା. ଏ ସମ୍ପର୍କରେ୩୦ଡି/୨୦-୨୧ ନମ୍ବରରେ ଏକ ମାମଲାରୁଜୁ କରାଯାଇ ମୃତ ହରିଣଟିରବାଙ୍ଗିରିପୋଷି ପଶୁ ଡାକ୍ତରଖାନାରେଶବ ବ୍ୟବଚ୍ଛେଦ କରାଯିବା ପରେ ତଦନ୍ତଜାରି ରହିଛି ।ପଡ଼ୋଶୀ ପଶ୍ଚିମବଙ୍ଗରାଜ୍ୟର ତପୋବନ ଅଂଚଳରୁଖସିଆସିଥିବା ସ୍ୱତ୍ ହରିଣଟି ଓଡ଼ିଶାସୀମାନ୍ତ ଚାନ୍ଦୁଆ ଫଚାୟତର ବଣ୍ଡାବଗ୍ରାମ ଦେଇ ବଡ଼ଶୋଳ ଗ୍ରାମ ନିକଟସୁବର୍ଣ୍ଣରେଖା କେନାଲରେ ଖସିପଡ଼ିପ୍ରାଣ ହରାଇଥିବା ପ୍ରକାଶ।

Related Posts

About The Author

Add Comment