ସୁକନ୍ୟା ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

Spread the love

ଧର୍ମଶାଳା, ୧୬/୮ (ସନ୍ଧନ ନିଉଜ) : ଧର୍ମଶାଳା ବ୍ଲକ ସୁକନ୍ୟ ପକ୍ଷରୁ କାର୍ଯ୍ୟଳୟଠାରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ୱବେ ମିଡିଆ ସଂଘ ସଭାପତି ପ୍ରଦୀପ ମହାରଣା ଅତିଥ୍ô ଭାବେ ଯୋଗଦେଇ ପାତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ସମୁହ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଏଥିରେ ୱବେ ମିଡିଆ ସଘର ସମ୍ପାଦକ ସେକ ଦିଲଦାର ଚାନ୍ଦ, ସଂଜୟ କୁମାର ମିଶ୍ର, ଦିପକ କୁମାର ମଲ୍ଲିକ, ଦିପକ ଗୋଚ୍ଛାୟତ, ଚିନ୍ମୟ ପୃଷ୍ଟି, ତୁଷାର ରଜଂନ ସାହୁ, ସମ୍ପାଦକ ରଂଜିତା ବାରିକ,ରାକେଶ ବେହେରା, ବିକାଶ ବେହେରା, ଶ୍ରୀପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

About The Author

Add Comment