ସାମ୍ବାଦିକକୁ ଧମକ ଦେଲେ ସାମ୍ବାଦିକ!

Spread the love

ରାଉରକେଲା, ୧୯/୧୧ (ସନ୍ଧାନ ନିଉଜ/ସୁବୋଧ ନାୟକ ) : ଆଜି ଦକ୍ଷିଣ ରାଉରକେଲା ସାରନଗରୀ ଅଂଚଳରେ ଘଟିଥିଲା ଏକ ଅଜବ ଘଟଣା । ଏକ ନ୍ୟୁଜ ପୋର୍ଟାଲରେ ଏକ ସାମ୍ବାଦିକଙ୍କ ନାମରେ ଯୁବ ସାମ୍ବାଦିକଙ୍କୁ ଘାରିଛି ଅତିଥି ନିଶା ନାମରେ ଏକ ଖବର ପ୍ରକାଶିତ ହୋଇଥିଲା । ଏହାକୁ ସାମ୍ବାଦିକ ଜଣଙ୍କ ଦେହକୁ ନେଇ ଆଜି ସକାଳେ ସେହି ୱେବ ନ୍ୟୁଜ ଚ୍ୟାନେଲର ସାମ୍ବାଦିକ ଜଚ୍ଚଙ୍କୁ ସାରନଗରୀ ମଙ୍ଗଳା ଛକରେ ଅଶ୍ଳୀଳ ଭାଷାରେ ବହୁ ବର୍ଷିବା ପରେ ସେଠାରୁ ବାଇକ ନେଇ ପଳାଇଥିଲେ । ଦୁଇ ସାମ୍ବାଦିକ ମଧ୍ୟରେ ଚାଲୁଥିବା ଏହି ଶୀତଳଯୁଦ୍ଧ ସାରନଗରୀ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ପୁଲିସ ତ ସାମ୍ବାଦିକ ମାନଙ୍କୁ ନିର୍ଯ୍ୟାତନା ଦେଉଛି ବୋଲି ଆମେ ଶୁଣିଛୁ, ମାତ୍ର ସାମ୍ବାଦିକ ଜଣଙ୍କ ଏବେ ସାମ୍ବାଦିକ ଶତୃ ହେଲେ, ଏହା ସମାଜ ଉପରେ କି ପ୍ରଭାବ ପକାଇବ ତାହା କେବଳ ଦେଖିବାକୁ ବାକି ରହିଲା ।

Related Posts

About The Author

Add Comment