ସହିଦ୍ ସୁଧୀରଙ୍କ ପରିବାରକୁ ଆର୍ଥିକ ସହାୟତା : ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ

Spread the love

ବାରିପଦା, ୧୭/୦୯/୨୦ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା): ମୟୁରଭଞ୍ଜ ରଖି କା ପୌଜୀ କଳା ଏବଂ କଲେଜ ସାଙ୍ଗ ତରଫରୁ କଳାହାଣ୍ଡି କନ୍ଧମାଳ ସୀମାରେ ମାଓବାଦୀଙ୍କ ବିରୋଧରେ ଲଢ଼େଇ କରି ଦେଶ ପାଇଁ ସହିଦ୍ ହୋଇଥିବା ମୟୂରଭଞ୍ଜ ମାଟିର ବୀରପୁତ୍ର ସହିଦ୍ ଯବାନ ସୁଧୀର କୁମାର ଟୁଡ଼ୁଙ୍କ ପରିବାରଙ୍କୁ ୫୦ ହଜାର ଟଙ୍କା ସହାୟତା ଦିଆଯାଇଛି । ଉକ୍ତ ପଚାଶ ହଜାର ଟଙ୍କାର ଚେକ୍ ସହିଦ୍ ଯବାନ ସୁଧୀର କୁମାର ଟୁଡୁଙ୍କ ମା’ଙ୍କୁ ପ୍ରଦାନ କରାଯାଇଛି । ମୟୂରଭଞ୍ଜ ରଷିକା ଜୀ କଳା ତରଫରୁ ଲକ୍ଷ୍ମଣ ମାଣ୍ଡି, ବିକ୍ରମ ସୋରେନ, ଲକ୍ଷ୍ମଣ ଟୁଡୁ, ସୁଧୀର ହେମ୍ରମ, ସୁରେନ୍ଦ୍ର ହେମ୍ରମ, ବାଲିଷ୍ଟର ମୁର୍ମ, ଚିତ୍ତ ମୁମୁଁ, ଦେବୀଲାଲ୍, ଗୁହାଁ ମାଣ୍ଡି, ମଧୁ, ଦିଲ୍ଲୀପ, ଦୁଲି, ବିଟି, ଟିକି ପ୍ରମୁଖ ସହାୟତା ପ୍ରଦାନ କରିବା ସମୟରେ ଉପସ୍ଥିତ ଥିଲେ ।

Related Posts

About The Author

Add Comment