ସମ୍ବଲପୁର, ୧୧/୦୧/୨୦ (ସନ୍ଧାନ ନିଉଜ) : ଉଦ୍ଯାପିତ ହୋଇଯାଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ର ଧନୁଯାତ୍ରା। ଗତ ଡିସେମ୍ବର ୩୧ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୧୧ ଦିନ ପରେ ଆଜି ଶେଷ ହୋଇଛି। ଯାତ୍ରାର ଅନ୍ତିମ ଦିନରେ ମଥୁରା ନଗରୀର ପ୍ରବଳ ପ୍ରତାପି ମହାରାଜ କଂସ ନିଜ ଭଣଜା କୃଷ୍ଣଙ୍କ ହାତରେ ମରିଛନ୍ତି। ପୌରାଣିକ କାହାଣୀକୁ ଆଧାର କରି ବହୁ ବର୍ଷରୁ ଆରମ୍ଭ କରାଯାଇଥିବା ଯାତ୍ରା ସମୟରେ କଂସ ମହାରାଜ ବରଗଡ଼ରେ ରାଜୁତି କରିଥିଲେ। ଆଜି ଯାତ୍ରା ସରିବା ପରେ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଭୁବନେଶ୍ୱର ପ୍ରଧାନ ପୁରୀ ଯାଇ ମହୋଦଧିରେ ସ୍ନାନ କରିବେ।
Related Posts
ଆନ୍ଧ୍ରପ୍ରଦେଶର କଡ଼ପ୍ପାରେ ଚୂନ ପଥର ଖଣିରେ ବିଷ୍ପୋରଣ ୧୦ ରୁ ଅଧିକ ମୃତ, ଅନେକ ଫସି ରହିଥିବା ଆଶଙ୍କା
ବିଶ୍ୱକପ୍: ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ୬୪ ରନ୍ରେ ବିଜୟୀ, ବେହରେନଡ୍ରଫଙ୍କୁ ୫ ଓ୍ଵିକେଟ୍
କନ୍ଧମାଳ ଏସପିଙ୍କ ନିକଟରେ ମାଓବାଦୀଙ୍କ ଆତ୍ମସମର୍ପଣ



