ସମ୍ଭାବ୍ୟ ବନ୍ୟା ପାଇଁ ସଦର ମହକୁମା ନ ଚ୍ଥାଡିବାକୁ ଜିଲ୍ଳ୍‌ାପାଳଙ୍କ ନିର୍ଦ୍ଦେଶ

Spread the love

ଯାଜପୁର, ତା ୨୬ା୮ (ସନ୍ଧାନ ନିଉଜ): ବୈତରଣୀରେ ସମ୍ଭାବ୍ୟ ବନ୍ୟା ପାଇଁ କୈାଣସି ଅଧିକାରୀ ବା କର୍ମଚାରୀ ସଦର ମହକୁମା ନ ଚ୍ଥାଡିବାକୁ ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ କଡା ନିର୍ଦ୍ଦେଶ ଦେଇଚ୍ଥନ୍ତି । ରାଜ୍ୟ ସରକାର ଓ ଜଳ ସମ୍ପଦ ବିଭାଗ ବୈତରଣୀର ଉପର ମୁଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇଥିବାରୁ ବନ୍ୟା ଆଶଙ୍କାରେ ଜିଲ୍ଳ୍‌ା ପ୍ରଶାସନକୁ ସତର୍କ କରାଇଚ୍ଥନ୍ତି । ତେଣୁ ବିଭିନ୍ନ ବିଭାଗର ପ୍ରତ୍ୟେକ କର୍ମଚାରୀ ସଜାଗ ଓ ସତର୍କ ରହିବାକୁ ଜିଲ୍ଳ୍‌ାପାଳ ନିର୍ଦ୍ଦେଶ ଦେଇଚ୍ଥନ୍ତି । ବନ୍ୟା ପରିସ୍ଥିତିରେ କାହାକୁ ବି କିଚ୍ଥି କାର୍ଯ୍ୟ ପ୍ରଦାନ କରାଯାଇପାରେ । ତେଣୁ ହେଡକ୍ୱାର୍ଟରେ ରହିବା ଅପରିହାର୍ଯ୍ୟ ବୋଲି କହିବା ସହ ଏହାର ଉଲଙ୍ଘନ କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଳ୍‌ାପାଳ ସତର୍କ କରାଇ ଦେଇଚ୍ଥନ୍ତି । ସେହିପରି ଜିଲ୍ଳ୍‌ା, ବ୍ଳ୍‌କ, ତହସିଲ ଓ ଅନ୍ୟାନ୍ୟ ଲାଇନ ଡିପାର୍ଟମେଣ୍ଟର ନିୟନ୍ତ୍ରଣ କକ୍ଷ ଗୁଡିକ ଅହୋରାତ୍ର କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଚ୍ଥନ୍ତି ।

Related Posts

About The Author

Add Comment