ବୀରମହାରାଜପୁର/ସନ୍ଧାନ ନ୍ୟୁଜ : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଫୁଲଚରା ଛକରେ ଗୁରୁବାର ରାତିରେ ସଡକ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି l ମୃତ ଶିକ୍ଷକ ଜଣକ ହେଲେ ସୁବଳୟା ଥାନା ଅନ୍ତର୍ଗତ ଏକତାଳ ଗ୍ରାମର ବାମଦେବ ସାମନ୍ତରାୟ I ସୂଚନା ଯେ ଗତକାଲି ବିଳମ୍ବିତ ରାତିରେ ସେ କୌଣସି କାମରେ ବୀରମହାରାଜପୁର ରୁ ଏକ ବାଇକ ଯୋଗେ ନିଜ ଘରକୁ ଫେରୁଥିଲେ I ଫୁଲଚରା ଛକ ନିକଟରେ ବାଇକ ଟି ଭାରସାମ୍ଯ ହରାଇ ରାସ୍ତା କଡରେ ଥିବା ସୁରକ୍ଷା ବାଡ଼ରେ ପିଟି ହୋଇ ଯାଇଥିଲେ l ଫଳରେ ସେଠାରେ ତାଙ୍କ ମୃତ୍ୟୁ ହୋଇ ଯାଇଥିବା ଜଣାପଡ଼ିଛି l
ତାଜା ଖବର
- ଯାଜପୁର ଜ ଡୋଲୀପୁରରେ ଅବକାରୀ ଥାନା ଅଛି, ହେଲେ ଯିବାକୁ ରାସ୍ତା ନାହିଁ;
- ଅବକାରୀ ବିଭାଗର ଅତର୍କିତ ଚଢାଉ ,୩୬ ଲିଟର ଦେଶୀ ମହୁଲି ମଦ ସହ ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ
- “ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ନା ବିନାଶ ପରିଷଦ? ୨ ବର୍ଷରେ ଖର୍ଚ୍ଚ ହୋଇଛି ମାତ୍ର ୦.୧୯% ଅର୍ଥ!”
- ଦଶରଥପୁର -ମଙ୍ଗଳପୁର ଅଞ୍ଚଳରେ ଗ୍ୟାସ ସଙ୍କଟ
- ସାମ୍ବାଦିକ ଉପରେ ମରାନାନ୍ତ୍କ ଆକ୍ରମଣ,ଥାନାରେ ଏତଲା ।
- କଷବା ଗ୍ରାମରେ ପାଲା ଓ କୀର୍ତ୍ତନ ଅନୁଷ୍ଠାନକୁ ନେଇ ଗୋଷ୍ଟି ସଂଘର୍ଷ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ସଭିଏଁ ସ୍କୁଲ ଯିବା ସଚେତନତା ରଥକୁ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ସ୍ୱାଗତ
- ସାମ୍ବାଦିକଙ୍କ ଚିକିତ୍ସା ପାଇଁ ହାତ ବଢାଇଲେ ଲାୟନ୍ସ କ୍ଲବର ସଦସ୍ୟ ମାନେ
- ଗୋ ମାଂସ ପିକ୍ ଅପ୍ ଭ୍ୟାନ୍ ଜବତ ୨ ଆସାମୀ ଗିରଫ



