ନବରଙ୍ଗପୁର, 10.02.2021 (ସନ୍ଧାନ ନିଉଜ୍) :- ମଣ୍ଡି ସମସ୍ୟା ରାଜ୍ୟର ଏକ ବଡ଼ ସମସ୍ୟା ହୋଇଥିବା ବେଳେ ଉମରକୋଟରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି । ଟାର୍ଗେଟ ଆସି ନଥିବାରୁ ଧାନ କ୍ରୟ ହେଉନଥିବା ବେଳେ ଏବେ ଚିନ୍ତାରେ ଅଛନ୍ତି ଚାଷୀ । ମିଲର୍ସମାନଙ୍କୁ ବିଭିନ୍ନ ମଣ୍ଡିରୁ ଧାନ ଉଠାଇବା ପାଇଁ ଯୋଗାଣ ବିଭାଗ ଆଦେଶ ଦେଇଥିବା ବେଳେ ତଥାପି ମଣ୍ଡିରୁ ଉଠି ପାରୁନାହିଁ । ଏହି ସମୟରେ ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରଇତ ହଠାତ୍ ଉମରକୋଟ ସ୍ଥିତ କଳିଙ୍ଗ ରାଇସ ମିଲରେ ପହଞ୍ଚି ଚଢ଼ାଉ କରିବା ସହ ମିଲରେ ମିଲିଙ୍ଗ ପାଇଁ କେତେ ପରିମାଣର ଧାନ ସଂଗ୍ରହ କରାଯାଇଛି, କେତେ ପରିମାଣରେ ଗଚ୍ଛିତ ରହିଛି ଓ ମଣ୍ଡିରୁ କେତେ ପରିମାଣର ଧାନ ଉଠାଇଛନ୍ତି ତାହାର ଯାଞ୍ଚ କରିଥିଲେ । ମିଲ୍ ମାଲିକ କେତେ ପରିମାଣର ଧାନ ଗଚ୍ଛିତ ରଖିଛନ୍ତି ତାହାର ସଠିକ୍ ତଥ୍ୟ ଦେଇନଥିବା କାରଣରୁ ଏବଂ ରେଜିଷ୍ଟର ଅନୁସାରେ ଷ୍ଟକରେ ତାଳମେଳ ରହିଥିବାରୁ ମିଲକୁ ସିଲ୍ କରିଛନ୍ତି ଉପଜିଲ୍ଲାପାଳ ।
ତାଜା ଖବର
- ମୃତ୍ୟୁ ର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ସରକାରୀ ସହାୟତା ରୁ ବଂଚିତ ଗରିବ ପରିବାର
- ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ
- ଗଡଜାତ ଲୋକ ମହୋତ୍ସବ ରେ 13 ଜଣ ବିଶିଷ୍ଟ ବ୍ୟକ୍ତି ପାଇବେ ଗଢଜାତ ସମ୍ମାନ ଓ ୨ ଜଣ ପାଇବେ (ମରଣୋତର) ସମ୍ମାନ ।
- ନିମ୍ନ ଲିଂକରେ କ୍ଲିକ କରି ଆଜିର ଇ-ପେପର ଡାଉନଲୋଡ କରନ୍ତୁ
- ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
- ଚାଷୀ ଙ୍କ ଭୟ ରେ ଲୁଚିଲେଣି ସମବାୟ ସମିତି ସମ୍ପାଦକ ମାନେ।
- ଓଡ଼ିଶାରେ ପୁଣି ଚିଟଫଣ୍ଡ ଠକେଇ
- ଜାମଦରହ୍ ଗିର୍ଜା ଉନ୍ନତିକରଣରେ ମହାଘୋଟାଲା
- ବାଲିଶଙ୍କରା ବ୍ଲକର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
- ଜମିହରା ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ଉପରେ ପ୍ରଶାସନ ର ଜୁଲୁମ୍ ସ୍ଥାନୀୟ ଜନପ୍ରତିନିଧି ସାଜିଲେ ବିଭୀଷଣ



