ନବରଙ୍ଗପୁର, 10.02.2021 (ସନ୍ଧାନ ନିଉଜ୍) :- ମଣ୍ଡି ସମସ୍ୟା ରାଜ୍ୟର ଏକ ବଡ଼ ସମସ୍ୟା ହୋଇଥିବା ବେଳେ ଉମରକୋଟରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି । ଟାର୍ଗେଟ ଆସି ନଥିବାରୁ ଧାନ କ୍ରୟ ହେଉନଥିବା ବେଳେ ଏବେ ଚିନ୍ତାରେ ଅଛନ୍ତି ଚାଷୀ । ମିଲର୍ସମାନଙ୍କୁ ବିଭିନ୍ନ ମଣ୍ଡିରୁ ଧାନ ଉଠାଇବା ପାଇଁ ଯୋଗାଣ ବିଭାଗ ଆଦେଶ ଦେଇଥିବା ବେଳେ ତଥାପି ମଣ୍ଡିରୁ ଉଠି ପାରୁନାହିଁ । ଏହି ସମୟରେ ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରଇତ ହଠାତ୍ ଉମରକୋଟ ସ୍ଥିତ କଳିଙ୍ଗ ରାଇସ ମିଲରେ ପହଞ୍ଚି ଚଢ଼ାଉ କରିବା ସହ ମିଲରେ ମିଲିଙ୍ଗ ପାଇଁ କେତେ ପରିମାଣର ଧାନ ସଂଗ୍ରହ କରାଯାଇଛି, କେତେ ପରିମାଣରେ ଗଚ୍ଛିତ ରହିଛି ଓ ମଣ୍ଡିରୁ କେତେ ପରିମାଣର ଧାନ ଉଠାଇଛନ୍ତି ତାହାର ଯାଞ୍ଚ କରିଥିଲେ । ମିଲ୍ ମାଲିକ କେତେ ପରିମାଣର ଧାନ ଗଚ୍ଛିତ ରଖିଛନ୍ତି ତାହାର ସଠିକ୍ ତଥ୍ୟ ଦେଇନଥିବା କାରଣରୁ ଏବଂ ରେଜିଷ୍ଟର ଅନୁସାରେ ଷ୍ଟକରେ ତାଳମେଳ ରହିଥିବାରୁ ମିଲକୁ ସିଲ୍ କରିଛନ୍ତି ଉପଜିଲ୍ଲାପାଳ ।
ତାଜା ଖବର
- ଖତ ଖାଉଛି ଶୌଚାଳୟ, ଫସର ଫାଟିଲା ସ୍ୱଚ୍ଛ ଭାରତ ଅଭିଯାନ
- ଓଡିଶା ସ୍ପୋର୍ଟସ ଡେଭଲପମେଣ୍ଟ ( ଏସଡିପିଏ ) ର ସମର କ୍ୟାମ୍
- ବାପୁ ପାଠଶାଳା ରେ ଗ୍ରୀଷ୍ମ କାଳିନ ଶିକ୍ଷା ଶିବିର ।
- ଅଞ୍ଜିରାରେ ଥିବା ବିଜେଡ଼ି ଅଫିସ୍ ରେ ଯୁବକଙ୍କ ସନ୍ଧେହ ଜନକ ମୃତ୍ୟୁ
- ମେମାସ ପ୍ରଚଣ୍ଡ ଖରାର ତାପକୁ ପୁଣି ବିଜୁଳି କାଟ ଜନତା ଛଟପଟ
- ପୂର୍ବତନ ତଳସରା ବିଧାୟକ ତଥା ମନ୍ତ୍ରୀ ସ୍ବର୍ଗତ ଗଜାଧର ମାଝୀଙ୍କ ୧୯ ତମ ତିରୋଧାନ ଦିବସ ପାଳିତ
- ଭସ୍ମା ପୋଲିସ ଆକ୍ସନ ମୋଡରେ
- ଅଚାନକ “ମୋ ବସ” ସେବା ବନ୍ଦ
- ପଞ୍ଚାୟତ ସାମ୍ନା ରେ ପଡିଛି ଗଦା ଗଦା ଅଳିଆ
- ମଲା ପରେ ମଧ୍ୟ ଶବ ଚିନ୍ତାରେ