ଲକଡାଉନ ଭିତରେ ବାହାଘର ପାଇଁ ୫୦, ଅନ୍ତିମ ସଂସ୍କାରରେ ୨୦ ଜଣଙ୍କୁ ଅନୁମତି 

Spread the love

ଭୁବନେଶ୍ୱର, ୧୮/୦୫ (ସନ୍ଧାନ ନିଉଜ)  ବାହାଘର ପାଇଁ ୫୦ ଅତିଥିଙ୍କୁ ମିଳିବ ଅନୁମତି । ଲକଡାଉନ ଭିତରେ ବାହାଘର କରୁଥିଲେ ସର୍ବାଧିକ ୫୦ ଜଣ ଅତିଥିଙ୍କ ପାଇଁ ଅନୁମତି ମିଳିବ । ୫୦ରୁ ଅଧିକ ଅତିଥି ଥିଲେ ବାହାଘର ପାଇଁ ଅନୁମତି ମିଳିବ । ତେବେ ବାହାଘର ବେଳେ ସାମାଜିକ ଦୂରତା ରଖି ସବୁ କାମ କରିବାକୁ ନୂଆ ଲକଡାଉନର ଗାଇଡଲାଇନରେ ସୂଚାଇ ଦିଆଯାଇଛି ।  ଅନ୍ତିମ ସଂସ୍କାର ପାଇଁ ୨୦ ଜଣଙ୍କୁ ବି ଅନୁମତି ମିଳିବ । 

Related Posts

About The Author

Add Comment