କଟକ : କଟକ ସଦର ୪୨ ମୌଜା ସ୍ଥିତ ରାତ୍ରୀ କାଳୀନ ଦହିଗାଁ ପ୍ରିମିୟର୍ ଲିଗ୍(ଡିପିଏଲ୍) ଦହିଗାଁ ଖେଳ ପଡିଆରେ ୧୬ଟି ଟିମ୍ ଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ କଳପଡା କ୍ରିକେଟ୍ ଟିମ୍ ଓ ଝାରକଟା କ୍ରିକେଟ୍ ଟିମ୍ ଖେଳି ଶେଷରେ କଳପଡା କ୍ରିକେଟ୍ ଟିମ୍ ଚମ୍ପିୟାନ ହୋଇ ୯୦୦୦ ଟଙ୍କା ଓ ଝାରକଟା କ୍ରିକେଟ୍ ଟିମ୍ ୬୦୦୦ ଟଙ୍କା ପୁରସ୍କାପର ସ୍ୱରୂପ ପାଇଥିଲେ । ଡିପିଏଲ୍ ଟିମ୍ ମ୍ୟାଚ ପରିଚାଳନା କରିଥଲେ । ସ୍ଥାନୀୟ କ୍ରିକେଟ ପ୍ରେମୀ ଦର୍ଶକ ମ୍ୟାଚକୁ ଉପଭୋଗ କରିବାସହ ଖଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।
ରାତ୍ରୀ କାଳୀନ ଦହିଗାଁ ପ୍ରିମିୟର୍ ଉଜ୍ଜାପିତ
|
March 2, 2023 |



