ରାଉରକେଲାରେ ହକି ଇଣ୍ଡିଆର ଅଧିକାରୀ

Spread the love
ରାଉରକେଲା, ୧୪/୧୨ (ସନ୍ଧାନ ନିୟୁଜ): ହକି ବିଶ୍ବକପ 2023 ନିମନ୍ତେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ହକି ଇଣ୍ଡିଆର ଅଧିକାରୀମାନେ ଶୁକ୍ରବାର ରାଉରକେଲା ଗସ୍ତ କରିଛନ୍ତି । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର କମିଶନର ଡଃ ୟେଦ୍ଦୁଲା ବିଜୟଙ୍କୁ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ କାର୍ଯ୍ୟାଳୟରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ହକି ଇଣ୍ଡିଆର ଅଧିକାରୀମାନେ ଭେଟିଛନ୍ତି । ଆଗାମୀ ହକି ବିଶ୍ବକପର କିଛି ମ୍ୟାଚ ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବାରୁ ଏନେଇ ସେମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ତେଜ କୁମାର ଖେସ ଓ ପାନପୋଷ ସ୍ପୋର୍ଟ୍ସ ହଷ୍ଟେଲର ପ୍ରଶିକ୍ଷକ ଅମୂଲ୍ୟାନନ୍ଦ ବିହାରୀ ମଧ୍ୟ ଉପସ୍ଥିତ ଥିଲେ ।image.png

Related Posts

About The Author

Add Comment