ରାଉରକେଲା ମହାନଗର ନିଗମର 3ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ ଘୋଷଣା
ରାଉରକେଲା ମହାନଗର ନିଗମର 3ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ ଘୋଷଣା
Manas Kumar Rout |
July 26, 2020 |
ରାଉରକେଲା: ସହରରେ ବର୍ଦ୍ଧିତ ସଂକ୍ରମଣ ସଂଖ୍ୟାକୁ ଦୃଷ୍ଟିରେ ରଖି ମହାନଗର ନିଗମର ତିନୋଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।ଏନେଇ ମହାନଗର ନିଗମ ପକ୍ଷରୁ ଘୋଷଣାନାମା ଜାରି ହୋଇଛି । ରାଉରକେଲା ସେକ୍ଟର 1ର ଦୁଇଟି ଲେନ କ୍ବାର୍ଟର ନମ୍ବର F 73 ରୁ F 103 ଏବଂ କ୍ବାର୍ଟର ନମ୍ବର F 109 ରୁ F 132 । ସେହିପରି ସେକ୍ଟର 21ର CISF କ୍ବାର୍ଟର ନମ୍ବର D 49 ରୁ D 60 ଏବଂ D 61 ରୁ D 72, ଦୁଇଟି ଲେନକୁ କଣ୍ଟେନମେଣ୍ଟ ଜୋନ କରାଯାଇଛି ।
Related Posts
About The Author