ରସୁଲପୁର ବୈଦ୍ୟରାଜଙ୍କ ପରଲୋକ ହୋଇଯାଇଚି

Spread the love

ଯାଜପୁର ସଦର, ୫/୧/୨୬ (ସନ୍ଧାନ ନ୍ୟୁଜ ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବନ୍ଧଡିହ ପଂଚାୟତ ଭଗବତୀପୁର ଗ୍ରାମର ବରିଷ୍ଠ ବଦ୍ୟରାଜ ମେହଶ୍ୱର ସାହୁଙ୍କୁ ମାଙ୍କଡ଼ ଛାତ ଉପରୁ ପେଲିଦେବାରୁ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କ ପରିବାର ଲୋକମାନେ ଶ୍ରୀ ସାହୁଙ୍କୁ ଭୂବନେଶ୍ୱର ମେଡିକାଲରେ ଚିକିତ୍ସା କରୁଥିବା ବେଳେ, ଗତକାଲି ଶ୍ରୀ ସାହୁଙ୍କର ମେଡିକାଲରେ ମୃତ୍ୟୁ ଘଟିଚି । ତାଙ୍କ ମରଶରୀର ନିଜଗ୍ରାମ ଭଗବତୀପୁରରେ ପହଁଞ୍ôଚବା କ୍ଷଣି ବହୁ ଶୁଭେତ୍ସୁ ତାଙ୍କୁ ପୁଷ୍ପମାଲ୍ୟ ଦେଇଥିଲେ । ତାଙ୍କ ବାସଭବନରୁ ପରିବାର ସଦସ୍ୟ ଆତ୍ମିୟସୋଜନ ବନ୍ଧୁ ବନ୍ଧବ ତାଙ୍କୁ ଶୋଭାଯାତ୍ରାରେ ବାହାରି ବ୍ରାହ୍ମଣୀ ନଦୀକୂଳ ଶସ୍ମାନରେ ଶବ ସସ୍କାର କରାଯାଇଚି । ଶ୍ରୀ ସାହୁଙ୍କ ଆତ୍ମାର ସଦଗତି କାମନା କରି ସେ ଜଣେ ରାଜନୈତିକ ବୈଦ୍ୟରାଜ ଭଗବତୀପୁରରେ ଶୋକର ଛାୟା ଖେଳିଯାଚି ।

Related Posts

About The Author

Add Comment