Homeଜିଲ୍ଲା ପରିକ୍ରମାପୁରୀରତ୍ନ ଭଣ୍ଡାର ଚାବି ହଜିବାକୁ ନେଇ ବିଜେପିର ବିକ୍ଷୋଭ ରତ୍ନ ଭଣ୍ଡାର ଚାବି ହଜିବାକୁ ନେଇ ବିଜେପିର ବିକ୍ଷୋଭ Manas Kumar Rout | June 4, 2018 | Spread the love1 1Share ପୁରୀ:୩/୬((ସନ୍ଧାନ ନିୟୁଜ୍/ବି ପଟ୍ଟନାୟକ): ରତ୍ନ ଭଣ୍ଡା ଚାବି ହଜିବା ଘଟଣାକୁ ନେଇ ବିକ୍ଷୋଭ କରିଛି ବିଜେପି। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଅପରାହ୍ନରେ ଏନେଇ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦଶୟନ କରାଯିବା ସହ ତୀବ୍ର ପ୍ରତିବାଦ କରାଯାଇଛି। ବିଜେପି ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ଭବାନୀ ଦାସ ମହାପାତ୍ର, ଦିଗ୍ ଦର୍ଶନ ପଟ୍ଟନାୟକ, ବିଭୂତି ଭୂଷଣ ମିଶ୍ର, ଉମାକାନ୍ତ ନାୟକ, ଅକ୍ଷୟ ମହାନ୍ତି, ସାସ୍ୱତ ମହାପାତ୍ର, ଯୁବମୋର୍ଚ୍ଚା ସଭାପତି ଜୟନ୍ତ ଦାସ, ସୋମନାଥ ଖୁଣ୍ଟିଆ, ମଧୁସୂଦନ ସିଂହାରୀ ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ହୋଇ ଘଟଣାର ତୀବ୍ର ନିନ୍ଦା କରିବା ସହ ପ୍ରତିବାଦ କରିଥିଲେ। ଆଗାମୀ ଦିନରେ ଏହାର ସମାଧାନ ନହେଲେ ବିଜେପି ପକ୍ଷରୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କର୍ମକର୍ତ୍ତା ପ୍ରକାଶ କରିଛନ୍ତି। 1Share Related Posts ଉତ୍କଳ ବିକାଶ ପରିଷଦ ପକ୍ଷରୁ ଅସହାୟ ପରିବାରକୁ ଶୁଖିଲା ଖାଦ୍ୟ ଓ ଅର୍ଥିକ ସହାୟତା ପ୍ରଦାନ : ସାଧାରଣରେ ଉଚ୍ଚ ପ୍ରସଂଶା । June 13, 2021 | Sandhan News | ଅଧିକ ପଢନ୍ତୁ ହରିଦାସପୁର ପଂଚାୟତ ବିଜେଡି ପକ୍ଷରୁ ସଫେଇ କାର୍ଯ୍ୟକ୍ରମ October 23, 2022 | Sandhan News | ଅଧିକ ପଢନ୍ତୁ ଜିଲା ପର୍ଯ୍ୟଟନ ସ୍ଥଳୀ ଗୁଡିକର ଭିତ୍ତିଭୂମି ସ୍ଥାପନ ଦାବି January 6, 2021 | 2005lindadavis1989 | ଅଧିକ ପଢନ୍ତୁ ପଦ୍ମଶ୍ରୀ ଉପାଧୀ ଗ୍ରହଣ କରିବା ପାଇଁ କମଳା ପୂଜାରୀଙ୍କ ଦିଲ୍ଲୀ ଯାତ୍ରା, ଜୈବିକ ପଦ୍ଧତିରେ ଧାନ ସଂରକ୍ଷଣ ଓ ବିଶୋଧନ କରି ରଖିବାରେ ନୂତନ ପ୍ରଣାଳୀ ଉଦ୍ଭାବନ କରି ଦେଶ ବିଦେଶରେ ଚର୍ଚ୍ଚା ହୋଇଥିଲେ କମଳା March 16, 2019 | Manas Kumar Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ଉତ୍କଳ ବିକାଶ ପରିଷଦ ପକ୍ଷରୁ ଅସହାୟ ପରିବାରକୁ ଶୁଖିଲା ଖାଦ୍ୟ ଓ ଅର୍ଥିକ ସହାୟତା ପ୍ରଦାନ : ସାଧାରଣରେ ଉଚ୍ଚ ପ୍ରସଂଶା । June 13, 2021 | Sandhan News | ଅଧିକ ପଢନ୍ତୁ
ପଦ୍ମଶ୍ରୀ ଉପାଧୀ ଗ୍ରହଣ କରିବା ପାଇଁ କମଳା ପୂଜାରୀଙ୍କ ଦିଲ୍ଲୀ ଯାତ୍ରା, ଜୈବିକ ପଦ୍ଧତିରେ ଧାନ ସଂରକ୍ଷଣ ଓ ବିଶୋଧନ କରି ରଖିବାରେ ନୂତନ ପ୍ରଣାଳୀ ଉଦ୍ଭାବନ କରି ଦେଶ ବିଦେଶରେ ଚର୍ଚ୍ଚା ହୋଇଥିଲେ କମଳା March 16, 2019 | Manas Kumar Rout | ଅଧିକ ପଢନ୍ତୁ