ଯାଜପୁର ତା ୧୨.୧୧.୨୦୨୨
ଯାଜପୁର ଜିଲ୍ଳା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ତା ୧୨.୧୧.୨୦୨୨ ରିଖ ଶନିବାର ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଟିତ ହୋଇଯାଇଛି । ଏହି ରାଷ୍ଟ୍ରିୟ ଲୋକ ଅଦାଲତରେ ମୋଟ ୧୯୩୯ ଗୋଟି ମକଦ୍ଦମା ପଂଇସଲା ହୋଇଛି । ସେଥି ମଧ୍ୟରୁ ୧୩୯ ଗୋଟି ପେଂ÷ାଜଦାରୀ, ୨୯ ଗୋଟି ମୋଟର ଦୁର୍ଘଟଣା ଜନିତ ମାମଲା, ୧୦୬ ଗୋଟି ଦେୱାନି, ୧୪ ଗୋଟି ପାରିବାରିକ କଳହ ମକଦ୍ଦମା ଅଟେ । ଜୋରିମାନା ବାବଦକୁ ମୋଟ ଟ.୩୬୯୧୩୬୨୯.୦୦ ଆଦାୟ କରାଯାଇଛି । ଏହି ଲୋକ ଅଦାଲତରେ ୧୮୦ ଗୋଟି ପ୍ରାକ ବିଚାରଧିନ ବ୍ୟାଙ୍କ ମାମଲା ସମାଧାନ କରାଯାଇ ଟଙ୍କା ୬୭,୦୭,୬୫୧.୦୦ ଏବଂ ୧୫୮୨ ଗୋଟି ରାଜସ୍ୱ ମାମଲା ଫଇସଲା କରାଯାଇ ଟଙ୍କା ୨୦୪୪୬୩୪.୦୦ ଆଦାୟ କରାଯାଇଛି ।
ଏହି ରାଷ୍ଟ୍ରିୟ ଲୋକ ଅଦାଲତକୁ ଜିଲ୍ଳା ଓ ଦୈାରା ଜର୍ଜ୍ ଶ୍ରୀ ଦାମୋଦର ଦଥ ଆନୁଷ୍ଠ।।ନିକ ଭାବରେ ଉଦଘାଟନ କରିଥିଲେ । ଜିିଲ୍ା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ପରିଚାଳନା କରିଥିଲେ । ଏହି ଅଦାଲତରେ ପରିବାର ଅଦାଲତ ଜଜ୍ର୍ ଶ୍ରୀମତୀ ମମିତା ଦାସ , ଅତିରିକ୍ତ ଜିଲ୍ଳା ଓ ଦୈାରାଜର୍ଜ୍ ଶ୍ରୀ ସୁନିଲ କୁମାର ଦାସ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଶ୍ରୀ ହୃଷିକେଶ ସାହୁ, ରେଜିଷ୍ଟାର ଶ୍ରୀ ନରୋତମ ସେଠୀ, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ପ୍ରଶନ୍ନ କୁମାର ବେହେରା, ବରିଷ୍ଠ ଦେୱାନୀ ବିଚାରପତି(ଏଲ.ଆର ଓ ଏଲ.ଟି.ଭି) ଶ୍ରୀ ଦୁର୍ବାଶାଦୁର୍ଗା, ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ମନସ୍ୱିନୀ ରଥ,ଏସ୍.ଡି.ଜେ.ଏମ୍. ଶ୍ରୀମତୀ ବିଶ୍ୱକଲ୍ୟାଣୀ ମିଶ୍ର, ଦେୱାନୀ ବିଚାରପତି ଶ୍ରୀମତୀ ଇପ୍ସିତା ନନ୍ଦ, ଜେ.ଏମ ଏସ.ସି କୁମାରୀ୍ ମଧୁସ୍ମିତା ନାୟକ, ଜେ.ଏମ.ଏସ୍.ସି. ଶ୍ରୀମତୀ ଲକ୍ଷ୍ମିପ୍ରିୟା ସ୍ୱାଇଁ, ଅଂଶ ଗ୍ରହଣ କରିଥିଲେ ।
ଯାଜପୁର ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ
|
November 14, 2022 |
