ଯାଜପୁର ଜିଲ୍ଲାରେ ନୂତନ ଏସପି ଯୋଗ ଦେବେ

Spread the love

ଯାଜପୁର ସଦର, ୦୨ା୦୧: ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପାଇଥିବା ୧୧ଟି ଜିଲ୍ଲାର ଏସପି ମାନଙ୍କୁ ବଦଳି କରାଯାଇଥିବା ବେଳେ, ଯାଜପୁର ଜିଲ୍ଲର ଏସପି ଡ. ରାହୁଲ ପିଆରଙ୍କୁ ଜଗସିଂହପୁର ଜିଲ୍ଲାକୁ ବଦଳି କରାଯାଇଥିବା ବେଳେ, ଯାଜପୁର ଜିଲ୍ଲାରେ ନୂତନ କରି କନ୍ଧମାଳର ଏସପି ବିନିତ ଅଗ୍ରୱାଲଙ୍କୁ ବଦଳି କରାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଯାଜପୁର ଜିଲ୍ଲାର ଆଇନ ଶୃଙ୍ଖଳା ଉପରେ କନ୍ଧମାଳ ଜିଲ୍ଲାରେ ଏସପି ଭାବେ କାର୍ଯ୍ୟକରି ନୂତନ କରି ଆସୁଥିବା ଯାଜପୁର ଜିଲ୍ଲାର ଏସପି ଭାବେ କାର୍ଯ୍ୟ କରି ନୂତନ ଏସପି ଭାବେ ଯାଜପୁର ଜିଲ୍ଲାରେ ଯୋଗଦେବା ଲାଗି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଷ ଦିଆଯାଇଚି । ନୂତନ ଏସପି ଶ୍ରୀ ଅଗ୍ରୱାଲ ଯାଜପୁର ଜିଲ୍ଲାକୁ ସେବା ଯୋଗାଇ ଦେବା ସହିତ ଆଇନ ଶୃଙ୍ଖଳା ଉପରେ ନଜର ଦେବାପାଇଁ ଦାବି କରାଯାଉଚି ।

Related Posts

About The Author

Add Comment