ଯାଜପୁର ଜିଲ୍ଲାରେ ନୁତନ ଏସ୍ପି ଯୋଗ ଦେଲେ

Spread the love

ଯାଜପୁର ସଦର,୨୫/୧୨/୨୦୨୦ (ସନ୍ଧାନ ନିଉଜ): ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍ ଅଫିସର ମାନଙ୍କୁ ବଦଳି କରାଯାଇଥିବା ବେଳେ, ଯାଜପୁର ଜିଲ୍ଲା ଏସ୍ପି ଚରଣସିଂ ମିନ୍ନାଙ୍କୁ ଭଦ୍ରକ ଜିଲ୍ଲାକୁ ବଦଳି ହୋଇଥିବା ବେଳେ, ତାଙ୍କସ୍ଥାନରେ ନୂତନ ଏସ୍.ପି ଭାବେ ରାହୁଲ ପିଆରଙ୍କୁ ଯାଜପୁର ଏସ୍.ପି ଭାବେ ନିଯୁକ୍ତି କରାଯାଇଚି । ଯାଜପୁର ଜିଲ୍ଲାରେ ବାରମ୍ବାର ହତ୍ୟା ଲୁଣ୍ଠନ ବଳାକ୍ରାର ଚାଲିଥିବା ବେଳେ, ନୁତନ ଏସ୍.ପି ରାହୁଲ ପିଆର ଏହାକୁ କିପରି ପରିଚାଳନା କରିବେ ଦେଖିବାକୁ ବାକି ରହିଲା । ଦକ୍ଷତାର ସହିତ ଝାରସୁଙ୍ଗୁଡ଼ାରେ ଏସ୍.ପି ଭାବେ କାର୍ଯ୍ୟ କରି ଲୋକଙ୍କର ପ୍ରିୟଭାଜନ ହୋଇଥିବା ବେଳେ, ଯାଜପୁର ଜିଲ୍ଲାରେ ଯାଗ ଦେଇଥିବା ଏହି ନୁତନ ଏସ୍.ପିଙ୍କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଚି ।

Related Posts

About The Author

Add Comment